ପୁରୁଣା ବର୍ଷ ୨୦୨୪ ଶେଷ ହବାକୁ ଯାଉଛି । ଆରମ୍ଭ ହେବ ନୂଆ ବର୍ଷ ୨୦୨୫ । ଏଥର ନୂଆ ବର୍ଷ ସମସ୍ତଙ୍କୁ ଭାରି ଖୁସି ଦେବ । ଏଥର ବର୍ଷ ପ୍ରଥମ ମାସ ଜାନୁଆରୀରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ଏ ନେଇ ରିଜର୍ଭ ବ୍ୟାଙ୍କ ଜାରି କରିସାରିଲାଣି ଛୁଟି ତାଲିକା ।୧ ଜାନୁଆରୀ : ନୂଆବର୍ଷ , ୨ ଜାନୁଆରୀ : ମନ୍ନମ ଜୟନ୍ତୀ, ୫ ଜାନୁଆରୀ : ରବିବାର, ୬ ଜାନୁଆରୀ : ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ୧୧ ଜାନୁଆରୀ : ଦ୍ବିତୀୟ ଶନିବାର, ୧୨ ଜାନୁଆରୀ : ରବିବାର ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ୧୪ ଜାନୁଆରୀ: ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ, ୧୫ ଜାନୁଆରୀ : ତିରୁବଲ୍ଲୁବର ଦିବସ, ମାଘ ବିହୁ ଓ ମକର ସଂକ୍ରାନ୍ତି, ୧୬ ଜାନୁଆରୀ : ଉଜ୍ଜର ତିରରୁନଲ, ୧୯ ଜାନୁଆରୀ ରବିବାର, ୨୨ ଜାନୁଆରୀ : ଇମୋଇନ, ୨୩ ଜାନୁଆରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ। ୨୫ ଜାନୁଆରୀ : ଚତୁର୍ଥ ଶନିବାର, ୨୬ ଜାନୁଆରୀ : ଗଣତନ୍ତ୍ର ଦିବସ, ୩୦ ଜାନୁଆରୀ : ସୋନମ ଲୋସର।