ଶୁଭାଂଶୁ ଶୁକ୍ଲାଙ୍କ ଦ୍ବିତୀୟ ମହାକାଶ ଅଭିଯାନ ସ୍ଥଗିତ, ଜୁନ୍ ୧୦ ତାରିଖକୁ ଘୁଞ୍ଚିଲା ISS ଯାତ୍ରା

୧୦କୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଲାଙ୍କ ଅନ୍ତରୀକ୍ଷ ମିଶନ । ୧୦ ତାରିଖରେ ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ। ପୂର୍ବରୁ ମଧ୍ୟ ସ୍ପେଶ୍ ମିଶନ ତାରିଖ ଘୁଞ୍ଚାଯାଇଥିବାବେଳେ ଏବେ ଦ୍ବିତୀୟ ଥର ପାଇଁ ତାରିଖରେ ପରିବର୍ତ୍ତିନ କରାଯାଇଛି। କ୍ବାରେଣ୍ଟାଇନ୍ ପ୍ରୋଟୋକଲ ପାଇଁ ଘୁଞ୍ଚିଲା ତାରିଖ ।ମହାକାଶଚାରୀ ଶୁଭାଂଶୁ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ ଏବଂ ISROର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ। ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି। ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ।

ଅଧିକ ପଢନ୍ତୁ

kc ads