ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ । ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ । କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଅଡି ବସିଲା ନିଯୋଗ । ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ 28 ତାରିଖରେ ବିଳମ୍ବ ହୋଇଥିଲା ନୀତି ।
ଡେରିରେ ବାହାରିଥିଲା ମହାପ୍ରସାଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସାତଦିନ ମହଲତ ଦେଲା ସୁଆରମହାସୁଆର ନିଯୋଗ । ସୂଚନାମୁତାବକ
