ସାବାଡ ହେବେ ନକଲି ସାମ୍ବାଦିକ । କାରଣ ଏବେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । କମିସନରେଟ ପୋଲିସ ଵିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାଵ ଵୃଦ୍ଧି ପାଇଵାରେ ଲାଗିଛି ।ମନଇଚ୍ଛା ଗାଡିରେ ପ୍ରେସ ଲେଖି ଵୁଲୁଛନ୍ତି । ବେଳେ ବେଳେ ବଡ ବଡ ଉଦ୍ୟୋଗପତି କିମ୍ୱା ସାମାଜିକ କର୍ମୀଙ୍କୁ ଟଙ୍କା ମାଗିବାର ବି ନଜର ଆସୁଛି। ତେଣୁ ସେମାନଙ୍କୁ ସାଵାଡ କରିଵା ପାଇଁ ଖୁଵ୍ ଶୀଘ୍ର କମିସନରେଟ ପୋସଲିସ୍ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଵାକୁ ଯାଉଛି ।
ଵିଶେଷ କରି ପ୍ରେସ ଲେଖା ଯାଇଥିଵା ଗାଡିକୁ ଅଟକାଇ ଯାଞ୍ଚ କରାଯିଵା ଵୋଲି DCP ଜଗମୋହନ ମୀନା ସ୍ବଚନା ଦେଇଛନ୍ତି । ଏହି ଅଭିଯାନରେ ନକଲି ସାମ୍ବାଦିକଙ୍କୁ ଚିହ୍ନିଟ କରାଯିଵାରେ ସଫଳତା ମିଳିଵ ଵୋଲି ସେ ଆଶା ପ୍ରକଟ କରିଛନ୍ତି ।