ସୁନା ଏବଂ ରୁପା ଦରରେ ସାମାନ୍ୟ ପରିବର୍ତ୍ତନ

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୮୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୭,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୮୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୭,୨୦୦ ଟଙ୍କାକୁ ପହଞ୍ଚିଛି ।ଏଥିସହ ଆଜି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫,୨୮୦ଟଙ୍କା ରହିଥିବାବେଳେ ଗତକାଲି ୯୬,୪୭୦ଟଙ୍କା ରହିଥିଲା ।ଅନ୍ୟପଟେ ରୂପା ମୂଲ୍ୟ ଆଜି କେଜି ପିଛି ଶହେ ଟଙ୍କା ବୃଦ୍ଧି ପାଇ ୧,୮୩,୧୦୦ଟଙ୍କା ହୋଇଛି ।

ଅଧିକ ପଢନ୍ତୁ