ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସେହିପରି କେନ୍ଦୁଝର-ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ  କଟକ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରିବେ।

୧- ସମ୍ବଲପୁର- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

୨- ବଲାଙ୍ଗିର- ରବି ନାଏକ

୩-  କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ

୪- କନ୍ଧମାଳ- କୃଷ୍ଣ ଚନ୍ଦ୍ରପାତ୍ର

୫- ପୁରୀ- ପୃଥ୍ୱୀରାଜ ହରିଚନ୍ଦନ

୬- ସୁନ୍ଦରଗଡ- ମୁକେଶ ମହାଲିଙ୍ଗ

୭-ଗଜପତି- ବିଭୂତି ଭୂଷଣ ଜେନା

୮- ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର

୯-ନବରଙ୍ଗପୁର- ଗଣେଶ ରାମ ସିଂ ଖୁଣ୍ଟିଆ

୧୦-ସୁବଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ

୧୧- ଅନୁଗୁଳ- ପ୍ରଦୀପ ବଳସାମନ୍ତ

୧୨-ରାୟଗଡା- ଗୋକୁଳାନନ୍ଦ ମଲ୍ଲିକ

୧୩- ମୟୁରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ୱାଇଁ

ସ୍ୱାଧିନତା ଦିବସ ପାଇଁ ଭୁବନେଶ୍ୱରେ ବ୍ୟପାକ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିଦିଆଯାଇଛି ।

ଅଧିକ ପଢନ୍ତୁ