ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଆଜି ରାଜ୍ୟ ସରକାର ୧୧ ଜଣ ଓଏସଙ୍କ ଅଧିକାରୀ  ସ୍ତରରେ
ଅଦଳବଦଳ କରିଛନ୍ତି  ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ…..
୧ . ଶୈଳେନ୍ଦ୍ର  କୁମାର ଜେନା – ଥିଲେ ( କ୍ରୀଡା ଓ ୱାଇଏସ ବିଭାଗର ଯୁଗ୍ମ ସଚିବ ) – ହେଲେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ
୨. ମମତା ବାରିକ – ଥିଲେ (ସ୍ୱାସ୍ଥ୍ୟ ଓ ଏଫଡବ୍ଲୁ ବିଭାଗର ଯୁଗ୍ମ ସଚିବ ) – ହେଲେ ଓଏଲଏମ ର ଯୁଗ୍ମ ସଚିବ
୩. ବିନୋଦ କୁମାର ଜେନା – ଥିଲେ ( ମିଶନ ଶକ୍ତି ବିଭାଗ ସହ ଅତିରିକ୍ତ ଚାର୍ଜର ଯୁଗ୍ମ ସଚିବ ଏବଂ ଓଡିଆ ଭାଷା , ସାହିତ୍ୟ ସଂସ୍କୃତି ) ହେଲେ – ପର୍ଯ୍ୟଟନ ବିଭାଗର ୟୁଗ୍ମ ସଚିବ
୪. ଗୋପିନାଥ କୁଆଁର – ଥିଲେ ( ଉପ ଜିଲ୍ଲାପାଳ ) ହେଲେ- ମହିଳା ଓ ଶିଶୁ ବିଭାଗର ଯୁଗ୍ମ ସଚିବ
୫. ସୁରଜ କୁମାର ପଟ୍ଟନାୟକ – ଥିଲେ ( ସୁବର୍ଣ୍ଣପୁରର ପୂର୍ବତନ ଉପ ଜିଲ୍ଲାପାଳ ) ହେଲେ – ବରଗଡ ଜିଲ୍ଲାପରିଷଦ ଅତିରିକ୍ତ ଇ.ଓ
୬.  ହେମସାଗର ଭୋଇ- ଥିଲେ ( ସମ୍ବଲପୁର , କୁଚିଣ୍ଡାର ପୂର୍ବତନ ଉପ ଜିଲ୍ଲାପାଳ )  ହେଲେ – ସମ୍ବଲପୁର, କୁଚିଣ୍ଡାର ପି.ଏ , ଆଇଟିଡିଏ
୭. ସୁରେନ୍ଦ୍ର ମେହେର-ଥିଲେ (  ଶୋହେଳାର ବିଡିଓ ) ହେଲେ- ସୁବର୍ଣ୍ଣପୁରର ଅତିରିକ୍ତ ଉପ ଜିଲ୍ଲାପାଳ
୮. ମନୋରଞ୍ଜନ ସାହୁ- ଥିଲେ ( ଭୁବନେଶ୍ୱର ସ୍ମାର୍ଟ ସିଟିର ଜି,ଏମ ) ହେଲେ-  ଭୁବନେଶ୍ୱରର ଉପ ଜିଲ୍ଲାପାଳ
୯. ମନୋରମା ଜାଲି –ଥିଲେ ( ଅତିରିକ୍ତ ଉପ ଜିଲ୍ଲାପାଳ ) ହେଲେ – ଭୁବନେଶ୍ୱରର  ଉପ ନିର୍ଦ୍ଦେଶକ , ଏସଆଇଆରଡି
୧୦. ରାଜ କିଶୋର ଜେନା –ଥିଲେ ( ଭୁବନେଶ୍ୱର ବିଏମସିର ଡେପୁଟି କମିଶନର ) ହେଲେ-  ପୁରୀ ଉପ ଜିଲ୍ଲାପାଳ
୧୧. ସୁନିଲ କୁମାର ମେହେର – ଥିଲେ (ବଲାଙ୍ଗୀର ତହସିଲଦାର ) ହେଲେ – ଉପ ଜିଲ୍ଲାପାଳ ବଲାଙ୍ଗୀର, ପାଟଣାଗଡ

ଅଧିକ ପଢନ୍ତୁ

kc ads