କୁକୁର ଆତଙ୍କରେ ରାଜଧାନିରେ ବାସୀ ଭୟ ଓ ଆତଙ୍କରେ ଥିବା ବେଳେ ଏବେ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର । ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା ହେଲେ ବନ୍ଧ୍ୟାକରଣ ବନ୍ଦ ଥିଲା। ବର୍ତ୍ତମାନ କେସ୍ଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ। ସ୍ୱତନ୍ତ୍ର ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯିବ ବୋଲି ସୂଚନା ଦେଲେ ମେୟର ସୁଲୋଚନା ଦାସ।