ଛୁଆଙ୍କ ପାଇଁ କାଳ ସାଜିଛି ମୋବାଇଲ |ଦୃଷ୍ଟିଶକ୍ତି ସମସ୍ୟା ଭୋଗୁଛନ୍ତି ଏତେ ଜଣେ..

ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ କାନ୍ଦି କାନ୍ଦି ବେଦମ୍ ହୋଇଯିବେ । କିନ୍ତୁ କଣ କେବେ ଆଅଣ ଭାବିଛନ୍ତି କି ଛୁଆଙ୍କୁ କେତେ କ୍ଷତି ପହଞ୍ଚାଇଥାଏ |ଯଦି ଆପଣଙ୍କ ପିଲାଙ୍କୁ ଆପଣ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି, ତାହାଲେ ଆଗୁଆ ସଚେତନ ହୋଇଯାଆନ୍ତୁ। ନହେଲେ ମୋବାଇଲ ଆପଣଙ୍କ ପିଲା ଉପରେ ମଧ୍ଯ କାଳ ସଜିପାରେ । କାରଣ ଏହାକୁ ନେଇ ବିଶେଷଜ୍ଞଙ୍କ ଏକ ବଡ ରିପୋର୍ଟ ଏବେ ସାମ୍ନାକୁ ଆସିଛି ।

୫ରୁ ୬ ଘଣ୍ଟା ଫୋନ୍ ବ୍ୟବହାର କରିବା ଦ୍ୱାରା ଆଖିକୁ ଠିକ ଭାବରେ କିଛି ଦେଖା ନ ଥାଏ। ଯାହାଫଳରେ ପିଲାର ଆଖି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।ମୋବାଇଲ୍ ରୁ ବାହାରୁଥିବା ବିକିରଣ ସିଧା ଛୁଆଙ୍କ ମସ୍ତିଷ୍କ ଉପରେ ପ୍ରଭାବିତ ପଡିଥାଏ ,ଏଥିରେ ଛୁଆଙ୍କୁ ଟ୍ୟୁମର୍ ହେବାର ସଂମ୍ଭାବନା ହୋଇଯାଏ ।ମୋବାଇଲ୍ ଫୋନ୍ ମୁଖ୍ୟ ରୁପରେ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଉପରେ କାର୍ଯ୍ୟ କରିଥାଏ , ମସ୍ତିଷ୍କ ନିଜ ଇଲେକ୍ଟିକ୍ ଆବେଗ ହୋଇଥାଏ , ଓ ସଂଚାର ତନ୍ତ୍ରିକା ନେଟୱର୍କ ହୋଇଥାଏ, ଛୁଆଙ୍କ ଫୋନରୁ ତରଙ୍ଗ୍ ମସ୍ତିସ୍କ ର ଆନ୍ତରିକ ଭାଗରେ ସହଜରେ ପ୍ରବେଶ କରିପାରେ , କାରଣ ତାଙ୍କ ପାଖରେ ମଜବୁତ୍ ଢାଲ ନଥାଏ, ଏଥିରେ ଛୁଆଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।ଆଜିକାଲି ମୋବାଇଲ୍ ଗେମ୍ ଘଣ୍ଟା ଘଣ୍ଟା ଲାଗିରୁହନ୍ତି, ନିରନ୍ତର ମୋବାଇଲ୍ ବ୍ରାଇଟ୍ ନେସ୍ ତାଙ୍କ ଆଖି ବହୁତ ହାନି ପହଞ୍ଚାଇଥାଏ, ଏଥିରେ ଆଜିକାଲି ଛୁଆଙ୍କୁ ଛୋଟବୟସରୁ ଚଷମା ଲଗାଇବାକୁ ବାଧ୍ୟ ହୁଅନ୍ତି ।

ଅଧିକ ପଢନ୍ତୁ

Odisha Darpan Digital