ମାର୍ଚ୍ଚ ୩୦ରେ ଅନ୍ତଦୋୟ ଗୃହ ଯୋଜନା

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବାସ ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବର୍ତ୍ତମାନ ଏହି ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ପଞ୍ଜୀକରଣକୁ ଆହୁରି ୧୭/୧୮ ଦିନ ବାକି ଥିବାରୁ ଏଥିରେ ଅଧିକ ହିତାଧିକାରୀ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି।ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଅନ୍ତଦୋୟ ଗୃହ ଯୋଜନା।

ଅଧିକ ପଢନ୍ତୁ

Odisha Darpan Digital