ଆଜିର ଖବର କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । By odishadarpan March 20, 2025March 20, 2025 କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ସର୍ୱାଧିକ ଗଂଜାମରୁ ୧୦, ଖୋଦ୍ଧା ଓ ଭୁବନେଶ୍ୱରରୁ ୮ ଜଣ । ସୁନ୍ଦରଗଡରେ ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ୫୦ରୁ ୪୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ମିଳିଛି ।
ଆଜିର ଖବର ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର।ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରେ ସୁଧାର ନଆସିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି By odishadarpan May 14, 2026May 14, 2026
ଆଜିର ଖବର ବିଜେଡିର ନବମ ଥର ସଭାପତି ହେଲେ ନବୀନ । ନୂଆ ରୂପ ନେବ ଦଳୀୟ ସଙ୍ଗଠନ By odishadarpan April 19, 2025April 19, 2025