ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ବିବାହ ଉତ୍ସବ ।

ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ମହାଦେବ ସାଜିବେ ବର । ମାତା ପାର୍ବତୀ ସାଜିବେ କନିଆ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ । ତେବେ ସମ୍ବଲପୁର ଶୀତଳ ଷଷ୍ଠୀ ପର୍ବରେ ଶେଷ ହୋଇଛି ଦେବ ନିମନ୍ତ୍ରଣ । ମହାଦେବଙ୍କ ବିବାହରେ ସାମିଲ ହେବା ପାଇଁ ଗୁଆ ଅରୁଆ ଚାଉଳ ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ ।

ନନ୍ଦପଡାରେ ନୃସିଂହ ମହାପ୍ରଭୁ ଦେବ ନିମନ୍ତ୍ରଣ ପାଇଁ ବାହାରିଥିବାବେଳେ ଝାଡୁଆପଡାରେ ହନୁମାନ ଓ ଅନ୍ୟ ପୁଜାମଣ୍ଡପରେ କୃଷ୍ଣ ମହାପ୍ରଭୁ ଦେବନିମନ୍ତ୍ରଣ କରିଛନ୍ତି ।

ଅଧିକ ପଢନ୍ତୁ

kc ads