୨୦୨୬ ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ

୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି।ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

  • ଜାନୁଆରୀ ୧୦ (୨ୟ ଶନିବାର), ୧୪ (ମକର ସଂକ୍ରାନ୍ତି), ୨୩ (ବସନ୍ତ ପଞ୍ଚମୀ), ୨୪ (୪ର୍ଥ ଶନିବାର), ୨୬ (ଗଣତନ୍ତ୍ର ଦିବସ)
  • ଫେବୃଆରୀ ୧୪ (୨ୟ ଶନିବାର), ୧୫ (ମହାଶିବରାତ୍ରି), ୨୮ (୪ର୍ଥ ଶନିବାର)
  • ମାର୍ଚ୍ଚ ୩ (ହୋଲି), ୫ (ପଞ୍ଚାୟତିରାଜ ଦିବସ), ୧୪ (୨ୟ ଶନିବାର), ୨୧ (ଈଦ୍-ଉଲ୍-ଫିତର), ୨୭ (ରାମ ନବମୀ), ୨୮ (୪ର୍ଥ ଶନିବାର)
  • ଏପ୍ରିଲ ୧ (ଉତ୍କଳ ଦିବସ/ବ୍ୟାଙ୍କ ବାର୍ଷିକ ଆକାଉଣ୍ଟ ବନ୍ଦ), ୩ (ଗୁଡ୍ ଫ୍ରାଇଡେ), ୧୧ (୨ୟ ଶନିବାର), ୧୪ (ମହା ବିଷୁବ ସଂକ୍ରାନ୍ତି), ୨୫ (୪ର୍ଥ ଶନିବାର)
  • ମେ ୯ (୨ୟ ଶନିବାର), ୨୩ (୪ର୍ଥ ଶନିବାର), ୨୭ (ବକ୍ରିଦ୍)
  • ଜୁନ ୧୩ (୨ୟ ଶନିବାର), ୧୪ (ପହିଲି ରଜ), ୧୫ (ରଜ ସଂକ୍ରାନ୍ତି), ୨୬ (ମହରମ), ୨୭ (୪ର୍ଥ ଶନିବାର)
  • ଜୁଲାଇ ୧୧ (୨ୟ ଶନିବାର), ୧୬ (ରଥଯାତ୍ରା), ୨୫ (୪ର୍ଥ ଶନିବାର)
  • ଅଗଷ୍ଟ ୮ (୨ୟ ଶନିବାର), ୧୫ (ସ୍ୱାଧୀନତା ଦିବସ), ୨୨ (୪ର୍ଥ ଶନିବାର), ୨୫ (ଈଦ୍-ଏ-ମିଲାଦ), ୨୭ (ଝୁଲଣ ପୂର୍ଣ୍ଣିମା)
  • ସେପ୍ଟେମ୍ବର ୪ (ଜନ୍ମାଷ୍ଟମୀ), ୧୨ (୨ୟ ଶନିବାର), ୧୫ (ଗଣେଶ ଚତୁର୍ଥୀ), ୧୬ (ନୂଆଖାଇ), ୨୬ (୪ର୍ଥ ଶନିବାର)
  • ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ), ୧୦ (ମହାଳୟା), ୧୮ (ମହା ସପ୍ତମୀ), ୧୯ (ମହା ଅଷ୍ଟମୀ), ୨୦ (ମହା ନବମୀ), ୨୧ (ବିଜୟା ଦଶମୀ), ୨୪ (୪ର୍ଥ ଶନିବାର), ୨୫ (ଲକ୍ଷ୍ମୀ ପୂଜା)
  • ନଭେମ୍ବର ୮ (ଦୀପାବଳି), ୧୪ (୨ୟ ଶନିବାର), ୨୪ (କାର୍ତ୍ତିକ ପୂର୍ଣ୍ଣିମା), ୨୮ (୪ର୍ଥ ଶନିବାର)
  • ଡିସେମ୍ବର ୧୨ (୨ୟ ଶନିବାର), ୨୫ (ବଡ଼ଦିନ), ୨୬ (୪ର୍ଥ ଶନିବାର)

ଅଧିକ ପଢନ୍ତୁ