author

ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’!

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ତେବେ ବାତ୍ୟା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବୋଳି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ […]

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨, ହଜାର ୯୯୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୬୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୯୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯,୬୩୦ ହୋଇଛି । କିଛିଦିନ ପରେ ଦୀପାବଳି, ଧନତେରସ ଓ ଭାଇଦୁଜ ଭଳି ପର୍ବ ସବୁ ପାଳନ ହେବ। […]

ସମଲିଙ୍ଗୀ ସମ୍ପର୍କରେ ୨କଏଦୀ

କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି।ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜଣକୁ ମାଲକାନଗିରି ଓ ଅନ୍ୟ ଜଣକୁ ଭବାନୀପାଟଣା ଉପକାରାଗାରକୁ ପଠାଇଦିଆଯାଇଛି। ଏଥିସହିତ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ମଧ୍ୟରେ ଏଭଳି ସମ୍ପର୍କ ସ୍ବତଃ ଗଢ଼ିଉଠିଥିଲା କି ବାଧ୍ୟବାଧକତାରେ ଜୋର୍‌ […]

ବିଏସଏନଲର ଲୋଗରେ ଗେରୁଆ ରଙ୍ଗ ବଦଳାଇ ଦିଆଯାଇଛି।

ସରକାରୀ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଙ୍ଗଳବାର ଦିନ ସିମ୍ କିଓସ୍କ ସମେତ ୭ ଟି ନୂଆ ସେବା ଆରମ୍ଭ କରିଛି। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସେବା ଆରମ୍ଭ କରିଛନ୍ତି। ଏଥିସହିତ ବିଏସଏନଲର ଗେରୁଆକରଣ ମଧ୍ୟ କରାଯାଇଛି। ଲୋଗରେ ଗେରୁଆ ରଙ୍ଗ ବଦଳାଇ ଦିଆଯାଇଛି। BSNL ଏହାର ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ଏକ ନ୍ୟାଶନାଲ ୱାଇ-ଫାଇ ରୋମିଂ ସର୍ଭିସ ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ଯେ ଉପଭୋକ୍ତାମାନେ ବିଏସଏନଏଲ […]

ଋତୁଶ୍ରାବ ପାଇଁ ମିଳିବ ୧୨ ଦିନ ଛୁଟି ।

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମହିଳା କର୍ମଚାରୀମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ( Special CL) ସହିତ ପାଇ ପାରିବେ । ଏହି ୧୨ […]

ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ

ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି ବାତ୍ୟାରେ କୌଣସି କ୍ଷତି ନହୁଏ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀମାନଙ୍କୁ ଚିଠିରେ ଯୋଗେ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ସର୍କଲ ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି ।ବାତ୍ୟାଜନିତ ଅଘଟଣ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ […]

ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି

ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ଓ ଉତ୍ତରପ୍ରଦେଶକୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଉନ୍ନୟନ କମିସନର୍‌ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ରା‌ଷ୍ଟ୍ରପତିଙ୍କଠାରୁ […]

ଆଜିର ରାଶିଫଳ(୨୩ ଅକ୍ଟୋବର,୨୦୨୪)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।   ବୃଷ : ଆଜି ବାଣିଜ୍ୟ, […]

ଗର୍ଭବତୀଙ୍କୁ ପୁଲିସର ଦୁର୍ବ୍ୟବହାର, ଏସପିଙ୍କ ନିକଟରେ ଅଭିଯୋଗ।ପୋଲିସ ନାଁରେ ଆକ୍ରୋଶମୂଳକ ଅଭିଯୋଗ – ଆଇଆଇସି

ରାୟଗଡ଼ା- ଗତ ୧୭ ତାରିଖ ରାତିରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଯାଇ ପୁଲିସ ଜଣେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଙ୍ଗଳବାର ଜଣେ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାୟଗଡ଼ା ସହର ବ୍ରାହ୍ମଣ ସାହିର ସୁନୀଲ ପାଢ଼ୀଙ୍କ ପତ୍ନୀ ଶ୍ରାବଣୀ କୁମାରୀ ଜେନା ଏହି ଅଭିଯୋଗ କରିଛନ୍ତି। ଲିଖିତ ଭାବେ ରାୟଗଡ଼ା ଥାନା ଆଇଆଇସି କେକେବିକେ କହଁର, କନେଷ୍ଟବଳ ବିଜୟ କୁମାର ସାହୁ ଓ ବିଜୟ କୁମାର ଝୋଡିଆଙ୍କ ନାମରେ କରିଛନ୍ତି। […]

ଶ୍ରୀମନ୍ଦିରରୁ ରିହାତିରେ ଓମଫେଡ଼ ଘିଅ

ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍‌ । ଏ ନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶ୍ରୀମନ୍ଦିରକୁ ଓମଫେଡ୍ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନିନ୍ଦିନ କାର୍ଯ୍ୟରେ ଲଗାଇବେ । ଓମଫେଡରେ ପ୍ରତି ଦିନ 10 ଟନ ଘିଅ ଉତ୍ପାଦନ ହେଉଛି । ଶ୍ରୀମନ୍ଦିରରେ ଦୈନିକ କାର୍ଯ୍ୟ ପାଇଁ ୩ ରୁ ୪ ଟନ୍ ଘିଅ ଆବଶ୍ୟକ । […]

ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି।

ରାଜ୍ୟ ସରକାର ଆଜି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (odisha subordinate staff selection commission)ର ଅଧ୍ୟକ୍ଷ ଓ ଦୁଇ ଜଣ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସଙ୍କୁ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।ସୂଚନାଯୋଗ୍ୟ, ନିକଟରେ ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ […]

କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ଓଡ଼ିଶା ଦର୍ପଣ):ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାର୍ଯ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର […]