author

ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା

ରାପୃଷ୍ଠରେ ଅବତରଣ ପରେ ଧୁମଧାମରେ ହେଲା ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ ।ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ ଦେଖିବାକୁ ମିଳିଛି ।ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ […]

ବଙ୍ଗୋପସାଗରରେ ସୃଷ୍ଟି ହେବ କି ସାଇକ୍ଲୋନ ?

ଅକ୍ଟୋବର ମାସ ଆସିଲେ, ସାଧାରଣ ମନରେ ବାତ୍ୟା ଭୟ ସଂଚାର ହୁଏ। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ। ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର […]

ଅଭିଯୋଗ ଶୁଣାଣି ପାଇଁ ୧୮ ତାରିଖରୁ ପଞ୍ଜିକରଣ

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଅଭିଯୋଗର ଶୁଣାଣି କରିବେ ।ପଞ୍ଜୀକୃତ ହୋଇଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ। ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ କାଗଜପତ୍ର […]

ବଦଳିଲେ ୭୦ରୁ ଅଧିକ ତହସିଲଦାର

ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍‌ଙ୍କର ବଦଳି ହୋଇଛି। ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି। ତେବେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ […]

ଆଜିର ରାଶିଫଳ(୧୮ ଅକ୍ଟୋବର,୨୦୨୪)

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ

ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳୁନଥିଲା ‘ଭାରତ ରତ୍ନ’? ଏଥିପାଇଁ କିଏ ସାଜିଥିଲେ ପ୍ରତିବନ୍ଧକ? ଏହାର ଉତ୍ତର ବୋଧହୁଏ ବିଜେଡି ନେତାଙ୍କ ପାଖରେ ନଥିବ। କିନ୍ତୁ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।ଓଟିଭି […]

ରାଉରକେଲା ଶିଳ୍ପାଞ୍ଚଳରେ ବେଆଇନ ଆଇସ୍‌କ୍ରିମ କାରଖାନାକୁ ସିଲ୍ କଲା ମହାନଗର ନିଗମ

ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି।ଏଠାରେ ନିମ୍ନମାନର ଆଇସକ୍ରିମ ସହ ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଫ୍ୟାକ୍ଟ୍ରିରେ ଆଇସକ୍ରିମ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ନେଇ ଅଭିଯୋଗ ହୋଇଥିଲା। ଏନେଇ ବାରମ୍ବାର କମ୍ପାନୀ ମାଲିକଙ୍କ ସହ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଫୁଡ୍ ଲାଇସେନ୍ସର ନବୀକରଣ କରିବା […]

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ ।

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ପ୍ରେମିକାର ନିର୍ଯାତନା ସହି ନ ପାରି ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମିକ ।ବୁଧବାର ବିଳମ୍ବିତ ରାତିରେ ଡୁମଡୁମା ଅଞ୍ଚଳର ୨୩ ବର୍ଷୀୟ ନିରଞ୍ଜନ ସାହୁ ଘରୁ ପଳେଇ ଆସିଥିଲେ । କାରଣ ବାନ୍ଧବୀଙ୍କ ପରିବାର ଲୋକ ଆସିଲେ ନିରଞ୍ଜନ ଘର ସାମ୍ନାରେ ଝଗଡ଼ା କରିଥିଲେ ଓ ମାରିଦେବାକୁ ଧମକ ଦେଇଥିଲେ। ସେଥିପାଇଁ ଘରୁ ରାତିରୁ ରାଗି ଯାଇ ଚାଲିଆସିଥିଲେ ନିରଞ୍ଜନ । ହେଲେ ସକାଳୁ ଟ୍ରେନ ଟ୍ରାକ୍‌ରୁ ମିଳିଛି […]

ବାଘ ଆତଙ୍କ, ଖାଇଗଲା ୫ ଛେଳି। ଲୋକେ ଭୟଭୀତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ l ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ […]

ସୁନ୍ଦରପଦାରେ ଫେକ କଲସେଣ୍ଟର ଠାବ ଘଟଣାକୁ ନେଇ କୋଲକାତା ଯିବ ପୋଲିସ।

ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ସାଇଣ୍ଟଫିକ ଓ ଟିକନିକାଲ ଅଫିସରଙ୍କୁ ନେଇ ସ୍ପେସିଆଲ ଟିମ ଗଠନ ହୋଇଛି । ସଫ୍ଟୱାର ଓ ଆଣ୍ଟିଭାଇରସ ଅପଲୋଡ଼ କରିବାକୁ କହି ଠକୁଥିବା ସୂଚନା ମିଳିଛି । ଏହି ଦଳରେ ଟେକ୍ନିକାଲ ପିଲା ସହ ଗ୍ରାଜୁଏଟ […]

ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଟ୍ରେନ୍ ଟିକେଟ୍ ବୁକିଂ।

ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । ବର୍ତ୍ତମାନ ୧୨୦ ଦିନ ପରିବର୍ତ୍ତେ ଲୋକେ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ କରିପାରିବେ ଟିକେଟ ବୁକିଂ ।ବର୍ତ୍ତମାନ ର୍ପଯ୍ୟନ୍ତ ଲୋକମାନେ ୧୨୦ ଦିନ ପୂର୍ବରୁ ଟିକେଟ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକଟେ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ […]

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ।

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ। ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି । ତେବେ ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା […]