author

ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି

ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର […]

କୋର୍ଟକୁ ବୋମା ଧମକ ଆସିବା ପରେ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍‌ମିଟ୍

ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍‌ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ […]

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ ଓଲା, ଉବର ଏବଂ ରାପିଡୋ

ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ।ଏହି ପ୍ରତିବାଦକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ’ ବୋଲି ନାମ ଦିଆଯାଇଛି ଏବଂ ଡ୍ରାଇଭରମାନେ ସେମାନଙ୍କର ରାଇଡ-ହେଲିଂ ଆପଗୁଡ଼ିକୁ ସାମୂହିକ ଭାବରେ ବନ୍ଦ କରିବେ ବୋଲି ଆଶା କରାଯାଉଛି। ତେଲଙ୍ଗାନା ଗିଗ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ (TGPWU) ଏବଂ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନଗୁଡ଼ିକ ଦ୍ୱାରା ଏହି ଧର୍ମଘଟ ଆୟୋଜିତ ହେଉଛି। ଶନିବାରର ପ୍ରତିବାଦ ଘୋଷଣା କରି, TGPWU ଇନଷ୍ଟାଗ୍ରାମରେ ପୋଷ୍ଟ କରି […]

ଫାଇଲେରିଆ ନିରାକରଣ ପାଇଁ ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, […]

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡିର ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି ।ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ […]

ସ୍କୁଲ ପୋଷାକରେ ବିଳମ୍ବ ପାଇଁ କାର୍ଯ୍ୟାନୁଷ୍ଠାନ:ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଯୁନିଫର୍ମ ପହଞ୍ଚିବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଠିକ୍ ସମୟରେ ସ୍କୁଲ ୟୁନିଫର୍ମ କିପରି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯାଇଛି । କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଛି, ଆମେ କଠଓର ପଦକ୍ଷେପ ନେବୁ । ଡିଇଓ କିମ୍ବା ଏସଏଚଜିଙ୍କ ଅବହେଳା ପାଇଁ ଯଦି ବଣ୍ଟନ ହୋଇନି ତର୍ଜମା କରିବୁ । ତର୍ଜମା କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବୁ । ସୂଚନାମୁତାବକ ସ୍କୁଲ ପିଲାଙ୍କୁ ପୋଷାକ […]

ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ନିଶାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ଦେଲେ ହାଇକୋର୍ଟ

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ।। ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଭୟରେ୍ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି […]

ହୋଲି ପାଇଁ ରେଳ ବିଭାଗ ଚଲାଇବ ୧୪୦୦ ନୁଆ ସ୍ପେଶାଲ ଟ୍ରେନ

ହୋଲି ପାଇଁ ରେଳ ବିଭାଗ ଚଲାଇବ ୧୪୦୦ ନୁଆ ସ୍ପେଶାଲ ଟ୍ରେନ। ଏହି ସଂଖ୍ୟା ୧ ,୫୦୦ କୁ ବୃଦ୍ଧି ପାଇପାରେ । ଏହି ସ୍ୱତନ୍ତ୍ର ସେବାଗୁଡ଼ିକ ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଏବଂ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତମ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ମାର୍ଚ୍ଚ ମାସରେ ଚାଲିବାକୁ ସ୍ଥିର କରାଯାଇଛି। ଗତ ବର୍ଷ , ୨୦୧୫ ରେ ହୋଲି ପାଇଁ ମୋଟ ୧ […]

ଆଜି ପୁଣି କମିଗଲା ସୁନା ଓ ରୁପା ଦର

ଗତ କିଛି ଦିନ ହେଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସୁନା ଓ ରୂପା ଦର । ପ୍ରତିଦିନ ଏହାର ଦର ନିର୍ଦ୍ଧାରଣ କରାଯାଇଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୬୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା […]

ପରୀକ୍ଷା ପେ ଚର୍ଚ୍ଚା । ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ 

ପରୀକ୍ଷୀ ପୂର୍ବରୁ ପିଏମ୍ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ । ପରୀକ୍ଷା ପେ ଚର୍ଚ୍ଚାର ନବମ ତମ ସଂସ୍କରଣରେ ଏକ ମନ୍ତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ ବିଷୟରେ କହିଛନ୍ତି, “ପ୍ରଥମେ ତୁମର ମନକୁ ବିକଶିତ କର, ତାପରେ ତୁମର ମନକୁ ନିୟୋଜିତ କର, ତାପରେ ତୁମେ ଯାହା ପଢିବାକୁ ଚାହୁଁଛ ତାହା ରଖ। ଏହା କରି, ତୁମେ ସମସ୍ତ ଛାତ୍ର ସର୍ବଦା ସଫଳ […]

RBI ରେପୋ ହାରରେ କଲାନି କୌଣସି ପରିବର୍ତ୍ତନ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ ହାର ବା ରେପୋ ରେଟ୍‌କୁ ୫.୨୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ରେପୋ ହାର ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଆରବିଆଇ ଠାରୁ ଟଙ୍କା ଋଣ ନିଅନ୍ତି। ଯେତେବେଳେ ଏହି ହାର ସ୍ଥିର ରହେ, ଆପଣଙ୍କର ଋଣ ଇଏମଆଇ ମଧ୍ୟ ସ୍ଥିର ରହେ। ଯଦି ଆପଣଙ୍କର ଋଣ ଫ୍ଲୋଟିଂ […]

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀ ୩୧ ଯାଏଁ ଅବଧି ଥିଲା। ଏବେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ହେବ। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ RIଙ୍କ ନିକଟରେ ଆବେଦନ କରିବେ। ଏହାର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ। ୮ରୁ ଦଶ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର।୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା […]