କୋଟା ଶ୍ରୀନିବାସଙ୍କ ବିୟୋଗ ପରେ ଦକ୍ଷିଣ ଭାରତୀୟ ସିନେ ଶିଳ୍ପକୁ ଏବେ ଆଉ ଏକ ବଡ଼ ଝଟ୍କା ଲାଗିଛି। ବରିଷ୍ଠ ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ୭ ଦଶନ୍ଧିର ତାଙ୍କ କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।୧୯୫୫ ମସିହାରେ ସେ ଏକ ଫିଲ୍ମରେ ଭକ୍ତକବି କାଳିଦାସ ଚରିତ୍ରରେ ଅଭିନୟ କରିଥିଲେ । ୧୯୫୮ ମସିହାରେ ନଦୋଦୀ ମନନଙ୍କଠାରୁ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଥିଲା […]
ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ଦଣ୍ଡିତ ହେବେ ନିଶ୍ଚୟ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି ।କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ । ତେବେ ଅତୀତ ଓ […]
ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭରେ ଏକ ଦୃଶ୍ୟ ଭକ୍ତଙ୍କୁ ମର୍ମାହତ କରୁଛି । ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ l ୨୦୨୪ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଭବ୍ୟ ପ୍ରସ୍ତୁତି କରାଯାଇଥିଲା l ଜଗନ୍ନାଥ ବଲ୍ଳଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ମହାପ୍ରଭୁଙ୍କ ୨୫ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ […]
ଏମ୍ସ୍ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡିତା ଜୁଲାଇ ୨ରେ […]
ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି ।ପ୍ରତିବର୍ଷ ଜୁଲାଇ ୧୪ରେ ଆୟୋଜିତ ହେଉଥିବା, ଏହି ଦିବସ ୧୯୬୯ରେ ତାଞ୍ଜାନିଆର ଗୋମ୍ବେ ଷ୍ଟ୍ରିମ୍ ନ୍ୟାସ୍ନାଲ୍ ପାର୍କରେ ଜେନ ଗୁଡାଲଙ୍କ ପ୍ରଥମ ଗବେଷଣାର ବାର୍ଷିକୀ ଭାବେ ପାଳନ କରାଯାଏ – ଏକ ଗବେଷଣା ଯାହା ସିମ୍ପାଞ୍ଜି ବିଷୟରେ ଆମର ବୁଝାମଣାକୁ ପରିବର୍ତ୍ତନ କରିଥିଲା ଏବଂ ମଣିଷ ସହିତ ସେମାନଙ୍କର ଗଭୀର ସଂଯୋଗକୁ ସୂଚିତ କରିଥିଲା । ଲୋକପ୍ରିୟ […]
ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ୧୪ ଜୁଲାଇରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ।ପ୍ରାୟ ୨୨ ଘଣ୍ଟା ଯାତ୍ରା […]
ଆଜି ସଂଧ୍ୟାରେ, ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଲାଇନ୍.ଶୁଭ୍ରା ପଣ୍ଡା, ଡଃ ବିପିନ ବିହାରୀ ବିଶ୍ୱାଳ, ଏଵଂ ସୁଦର୍ଶନ ପାଢ଼ୀ ଯଥାକ୍ରମେ ସଭାପତି ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଜ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଲାଇନ୍.ଅଜିତ କୁମାର ପାଣିଗ୍ରାହୀ ଏଵଂ ଲାବଣ୍ୟ ମୋହନ ପଟ୍ଟନାୟକ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଉପସଭାପତି ଭାବେ ନିଜନିଜ ଦାୟିତ୍ଵ ତୁଲାଇବେ। ଲାଇନ୍.ଇ. ଅଶ୍ଵିନୀ କୁମାର ଦାସ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ସମସ୍ତ […]
ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି |ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି […]
ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ।ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ।ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ […]
ଯୌତୁକ ପାଇଁ ଜାଳିଦେଲେ ବୋହୂକୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କହ୍ନେଇପୁର ଗାଁରେ। ଯୌତୁକ ନିର୍ଯାତନା ଦେଇ ଶାଶୂ ଓ ଦିଅର ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆକାଶ ପରିଡ଼ାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଆରତୀ । ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବା ନେଇ ଆରତୀଙ୍କ ବାପା ଅଭିଯୋଗ […]
ବାଲେଶ୍ବର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ମୁଖ୍ୟମନ୍ତ୍ରୀ ପୂରା ସହଯୋଗ କରୁଛନ୍ତି। ସବୁ ଭଗବାନଙ୍କ ଇଛା ବୋଲି ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ୯୮% ଅକ୍ସିଜେନ୍ […]
ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୁଲିସ୍ । ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା କରାଯାଇଛି। ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ […]
