ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ […]
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର […]
ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି, ଯିଏ ଦ୍ୱିତୀୟ ବିବାହ ସନ୍ଧାନରେ ଅନେକ ମଧ୍ୟବିତ୍ତ ପରିବାରର ମହିଳାଙ୍କୁ ଯୌନ ତଥା ଆର୍ଥିକ ଶୋଷଣ କରୁଥିଲା। ତେବେ ଅଭିଯୁକ୍ତ “ଦ୍ୱିତୀୟ ବିବାହ” କରିବା ପାଇଁ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜର ଏକ ପ୍ରୋଫାଇଲ୍ ସୃଷ୍ଟି କରି […]
ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଓମ୍ଫେଡ୍ ଭେଣ୍ଡିଂ ମେଶିନ ଆରମ୍ଭ ହେବ। ଏ ନେଇ ଓମ୍ଫେଡ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମ୍ଫେଡ଼ର ସମସ୍ତ ସାମଗ୍ରୀ । ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସାଇବାକୁ ଯୋଜନା କରିଛି ଓମ୍ଫେଡ଼ । ବିଏମ୍ସି ସହ ଏ ନେଇ ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ। ପରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଜୁନିୟର ବିଭାଗରୁ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ପ୍ରଥମ ହୋଇଥିବା ବେଳେ ସ୍ଵର୍ଣପ୍ରଭା ଜେନା ଦ୍ୱିତୀୟ ଏବଂ ରୁଦ୍ରନାରାୟଣ ସେଠି,ଚନ୍ଦନ ଜେନା,ପ୍ରଣବ କିଶୋର ନାୟକ,ପ୍ରତ୍ୟୁଷ ଅଂଶୁମାନ […]
ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ଅନ୍ନ ମହାପ୍ରସାଦ। ଏଭଳି ପରମ୍ପରା ବିରୋଧୀ କାର୍ୟ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା […]
ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ(ଡିଆର୍ଡିଓ) ଓ ଭାରତୀୟ ନୌସେନା ପକ୍ଷରୁଗୁରୁବାର ଅପରାହ୍ନ ୩ଟା ୧୯ ମିନିଟ୍ ସମୟରେ ଚାନ୍ଦିପୁରସ୍ଥିତ ଆଇଟିଆର ଲଞ୍ଚ୍ କମ୍ପ୍ଲେକ୍ସ-୩ରୁ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର(ଭିଏଲ୍-ଏସ୍ଆରସାମ)ର ସଫଳ ପରୀକ୍ଷଣ ହୋଇଯାଇଛି। ଭର୍ଟିକାଲ ଲଞ୍ଚର୍ରୁ ଏହାକୁ ଉତ୍କ୍ଷେପଣ କରାଯାଇଥିଲା, ଯାହା ଆକାଶରେ ଦ୍ରୁତଗତିରେ ଯାଉଥିବା ଟାର୍ଗେଟକୁ ଠିକ୍ ଭାବେ ପିଛା କରି ଲକ୍ଷ୍ୟଭେଦ କରିଥିଲା।ଏହି କ୍ଷେପଣାସ୍ତ୍ରକୁ ଏକ ମୋବାଇଲ ଲଞ୍ଚର୍ରୁ ପରୀକ୍ଷା କରାଯାଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରାଡାର ଓ ଆଇଟିଆର୍ର ଟେଲିମେଟ୍ରିରୁ ମିଳିଥିବା ତଥ୍ୟକୁ ସମୀକ୍ଷା […]
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ । ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର । ପୁରୀ ପୌରାଞ୍ଚଳରେ ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବନି । ଏଥିସହ ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନ ସହ ଧାର୍ମିକ ଅନୁଷ୍ଠାନର ୫ […]
ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୧୬ଟି ଗେଟ୍ । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଆଜି ଜଳସ୍ତର ବୃଦ୍ଧି ପାଇ ୬୨୮.୨୯ ଫୁଟରେ ପହଂଚିଥିବାବେଳେ ଇନଫ୍ଲୋ ମଧ୍ୟ ବୃଦ୍ଧି ପାଇ ୩ ଲକ୍ଷ ୪୧୧ ହଜାର ୪୧କ୍ୟୁସେକରେ ପହଂଚିଛି।ଆଗକୁ ଅଧିକ […]
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଟ୍ୟାକ୍ସ ଇନ ଭଏସ ଓ ଉପଯୁକ୍ତ ବିଲ ନଦେଖେଇ ପାରିବାରୁ ଜବତ ହୋଇଛି ସୁନା ଅଳଙ୍କାର । ସିକୁଏଲ ଲଜିସ୍ଟିକ ସଂସ୍ଥା ଆଣୁଥିଲା […]
ରାସ୍ତାକଡ଼ ଖାଦ୍ୟ ବ୍ୟବସାୟୀ ପାଇଁ ନୂଆ ଗାଇଡଲାଇନ୍ । ରାସ୍ତାକଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ପାଇଁ ନୂଆ ନିୟମାବଳି ଆଣିଛି ଭୁବନେଶ୍ବର ମହାନଗର ନିଗମ । ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା ବିକ୍ରି ମନା ହୋଇଛି |ସିଙ୍ଗଲ ୟୁଜ୍ କପ୍ରେ ଚା’ ବିକିବା ଉପରେ ଜାରି କରିଛି କଟକଣା। ଏଥିରେ ଗ୍ରାହକଙ୍କୁ ଚା ଦେଇପାରିବେନି ଦୋକାନୀ। ହାତରେ ଗ୍ଲୋବସ, ମୁହଁରେ ମାସ୍କ ଓ ଆପ୍ରୋନ ପିନ୍ଧିବାକୁ କୁହାଯାଇଛି। ଖାଦ୍ୟ ପରଷିବା ବେଳେ […]
ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମପୂରଣ। ସେପ୍ଟେମ୍ବର ୧୮ ରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ତେବେ ଅକ୍ଟୋବର ୪ରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ପଡ଼ିବ। ସେହିଭଳି ନଭେମ୍ବର ୧୧ରୁ ୧୮ ଭିତରେ ଫର୍ମ ପୂରଣରେ ଲାଗିବ ୬୦୦ ଟଙ୍କା ଜରିମାନା। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ […]
