author

ନମ୍ୱର ଓ୍ୱାନ ଅଲ୍‌ରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତର ଦକ୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସର୍ବଶେଷ ଅନ୍ତର୍ଜାତୀୟ ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ, ଯୁବ ଖେଳାଳି ତିଲକ ବର୍ଲା ଟପ-୧୦ରେ ଏଣ୍ଟ୍ରି ମାରିଛନ୍ତି । ତେବେ ୬୯ଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି ତିଲକ୍ ବର୍ମା ।ଚଳିତ ବର୍ଷ ହାର୍ଦ୍ଦିକ ଅନ୍ତର୍ଜାତୀୟ […]

୨୪ ଘଣ୍ଟା ଖୋଲା ରହିବ ନିରାମୟ

୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଔଷଧ ନିଗମର ଔଷଧ ଠିକଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ , ନିରାମୟରେ ଯଥେଷ୍ଟ […]

ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପିଲାଙ୍କ ବୋର୍ଡ ପରୀକ୍ଷା । ଫେବୃଆରୀ ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ । ଫେବୃଆରୀ ୧୯ ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ। ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ […]

ଆମେରିକାର ଭୁଲ ନିଷ୍ପତି ଯୋଗୁଁ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ ।

ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଅନୁମତି ଦେବା ପରେ ପୁଟିନ୍‌ ଏହାର ଦୃଢ଼ ଜବାବ ଦେଇଛନ୍ତି। ରୁଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଜରୁରୀ […]

ନାଲି ପିମ୍ପୁଡ଼ି ଆତଙ୍କ : କାମ ଦେଉନି କୀଟନାଶକ

ପୁରୀ ଜିଲ୍ଲା ବଳଙ୍ଗା ଥାନାର ସାହାଡ଼ା ପଡ଼ା ଗାଁରେ ନାଲି ପିମ୍ପୁଡ଼ି ଆତଙ୍କ । ଯୁଆଡ଼େ ଦେଖିଲେ ଖାଲି ପୁଳା ପୁଳା ନାଲି ପିମ୍ପୁଡ଼ି । ପୂରା ଗାଁରେ ମାଳ ମାଳ ନାଲି ପିମ୍ପୁଡ଼ି । ଘର, ଗଛ ଓ ବିଲା ବାଡ଼ିରେ ମାଡ଼ିଗଲେଣି । କାମ ଦେଉନି କୀଟନାଶକ । କେବଳ ଲୋକମାନେ ନୁହନ୍ତି ଗାଈ, ଗୋରୁ, ଛେଳି ଓ ମେଣ୍ଢା ପିମ୍ପୁଡ଼ିଙ୍କ କବଳରୁ କେହି ବାଦ ପଡ଼ୁ ନାହାନ୍ତି । ପିମ୍ପୁଡିମାନେ ଚାରିଆଡ଼େ ସାଲୁବାଲୁ […]

ସୁଭଦ୍ରାରେ ଏହି ଆକାଉଣ୍ଟକୁ ୩ୟ ପର୍ଯ୍ୟାୟ ଟଙ୍କା ଯିବନାହିଁ।

ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ । ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରୁ ବାଦ୍ ପଡିଛନ୍ତି । କିନ୍ତୁ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କୁ ବି ସୁଭଦ୍ରା ଟଙ୍କା ମିଳିବ । ଯଦି ଯୋଗ୍ୟ ହିତାଧିକାରୀ କୌଣସି କାରଣରୁ ବାଦ୍‌ ପଡିଛନ୍ତି ତେବେ ସେମାନେ ବି […]

ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ସବୁ ଟମାଟୋ ନେଇଗଲେ ଲୋକେ ।

ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ବହି ନେଲେ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି। ଆଉ ଏହାପରେ ଲୋକେ ସେଠାରୁ ଟମାଟୋ […]

ପୂଜା ପାଇଁ ଆସୁଥିଲା ୩୫ ହଜାର ଟଙ୍କାର ଫୁଲ

ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୂପେ ପୂଜାର୍ଚ୍ଚନା ଘଟଣା । ମିଳିଲା ଡାଏରୀ । ଏଥିରେ ରହିଛି କୁନି ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ । କେତେବେଳେ ଉଠିବେ, କେତେ ବେଳେ ଶୋଇବେ, କେତେ ବେଳେ ଖାଇବେ ଆଉ କେତେ ବେଳେ ଲୋକଙ୍କ ଠକିବେ ସବୁକିଛି ସମୟ ଅନୁସାରେ ଉଲ୍ଲେଖ ରହିଛି । ତେବେ ଡାଏରୀରେ ଆତ୍ମଘୋଷିତ ବାବାଙ୍କ ପୂଜା ପାଇଁ କେତେ କ’ଣ ଖର୍ଚ୍ଚ ହେବ ତାହା ମଧ୍ୟ ଉଲ୍ଲେଖ ରହିଛି । ଜଣେ […]

ପର୍ଯ୍ୟଟକଙ୍କ ପାଇଁ କମିଲା ବୁକିଂ ଶୁଳ୍କ, ଜମିବ ଇକୋରିଟ୍ରିଟ୍‌

ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ। ଚଳିତ ବର୍ଷ ମଧ୍ୟବିତ୍ତ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଏବର୍ଷ ଇକୋରିଟ୍ରିଟ୍‌ରେ ବୁକିଂ ଶୁଳ୍କରେ ପରିବର୍ତ୍ତନ କରାଯାଇଛି। ବିଶେଷତଃ ଡିସେମ୍ବର ମାସ ତଥା ଛୁଟିଦିନଗୁଡ଼ିକରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣରେ ଆସିଥାନ୍ତି। କୋରାପୁଟର ରାଣୀ ଡୁଡୁମା, ଗିରିଧାରୀ ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି। ସେହିପରି ସାତକୋଶିଆ ଇକୋ […]

କଟକରେ ପୁଣି ଲଜ୍ଜା । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ।

କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିବାର ସୂଚନା ରହିଛି। ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା। ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟି ରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା। ଏଣେ ଦୁଷ୍କର୍ମପୀଡ଼ିତା […]

ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି ।

ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ଦିନ ୧୦ଟାରେ ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କୁଇଣ୍ଟାଲ […]

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ଆରମ୍ଭ ।

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍‌ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ […]