Budget 2026: ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ମୁଖ୍ୟାଂଶ

୧- ଭାରତ ହେବ ବାୟୋଫାର୍ମା ହବ୍‌, ୧୦ ହଜାର କୋଟିର ‘ବାୟୋଫାର୍ମା ଶକ୍ତି’ ଯୋଜନା

୨- ଓଡ଼ିଶା ଭଳି ଖଣିଜ ସଂପଦ ସଂପନ୍ନ ରାଜ୍ୟଗୁଡ଼ିକର ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବୟବରାଦ

୩-  ଦେଶରେ ପ୍ରମୁଖ ସହରଗୁଡ଼ିକୁ ଯୋଡ଼ିବ ୭ଟି ‘ହାଇସ୍ପିଡ୍‌ ରେଳ କରିଡର୍‌’

୪- ହସ୍ତତନ୍ତର ବିକାଶ ପାଇଁ ଆସିବ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ’ ଯୋଜନା

୫- ୪୦,୦୦୦ କୋଟି ବ୍ୟୟବରାଦରେ ‘ଇଣ୍ଡିଆ ସେମତିକଣ୍ଡକ୍ଟର ମିସନ୍‌’

୬- ଶସ୍ତା ହେବ ମଧୁମେହ ଏବଂ କର୍କଟ ଔଷଧ  

୭-ବଡ଼ ବୟନଶିଳ୍ପ ପାର୍କ ନିର୍ମାଣ କରାଯିବ

୮-ସହରାଞ୍ଚଳ ଅର୍ଥନୈତିକ କ୍ଷେତ୍ର ପାଇଁ ବାର୍ଷିକ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ  

୯-ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ଖଣିଜ କରିଡର

୧୦-କ୍ଷୁଦ୍ର ଓ କ୍ଷୁଦ୍ର ଶିଳ୍ପ ପାଇଁ ୧୦,୦୦୦ କୋଟି ବିନିଯୋଗ

୧୧-ମହାତ୍ମା ଗାନ୍ଧୀ ଆତ୍ମନିଯୁକ୍ତି ଯୋଜନା ଘୋଷଣା

ଅଧିକ ପଢନ୍ତୁ