କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କଟକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ୪୧ଟି କ୍ରିକେଟ୍ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମକୁ ୱାଲର୍‌ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ […]

ହୋଇପରେ ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, […]

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ମଙ୍ଗଳବାର ଉଭୟ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ଏହାର ସୂଚନା ଦେଇଛନ୍ତି। ପୁତ୍ର ସନ୍ତାନର ନାଁ ଅକାୟ ନାମକରଣ କରାଯାଇଛି। ଏହି ଖବର ପରେ ଦମ୍ପତ୍ତିକୁ ଚାରି ଆଡୁ ଅଭିନନ୍ଦନର ସୂଅ ଛୁଟିବାରେ […]

ମୁଁ ଆହାତ ନଥିଲି, ଟିମ୍‌ରୁ ବାହାର ପାଇଁ କରାଯାଇଥିଲା ମିଛ ପ୍ରଚାର

୨୦୨୦ ଆଇପିଏଲରେ ବରୁଣ ୧୩ଟି ମ୍ୟାଚ୍ ଖେଳି ୧୭ ଓ୍ବିକେଟ୍‌ ନେଇଥିଲେ । ଏହାପର ସିଜିନ୍‌ରେ ୨୨.୬୬ ଷ୍ଟ୍ରାଇକ୍ ରେଟ୍‌ରେ ନେଇଥିଲେ ୧୮ଟି ୱିକେଟ୍ । ତାଙ୍କର କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁଁ ସେ ଟିମ୍ ଇଣ୍ଡିଆର ଟି -20 ବିଶ୍ୱକପ ୨୦୨୧ ପାଇଥିଲେ । ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ତିନିଟି ମ୍ୟାଚରେ ବରୁଣ ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ । ଯେଉଁ କାରଣରୁ ଟିମ୍‌ ଇଣ୍ଡିଆରୁ ତାଙ୍କୁ ବାହାର କରାଯାଇଥିଲା । ସେଦିନଠାରୁ […]

ପୁଅ ରବିନ୍ଦ୍ର ଜାଡ଼େଜା ଓ ବୋହୂଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏକ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ଅନିରୁଦ୍ଧସିଂହ ତାଙ୍କ ବୋହୂ ରିଭାବା ଜାଡ଼େଜାଙ୍କ ଉପରେ ବି ଦୋଷ ଲଦିଛନ୍ତି। ରିଭାବା ତାଙ୍କ ପୁଅ ରବିନ୍ଦ୍ରଙ୍କୁ ଗୁଣି କରିଛନ୍ତି। ୨୦୧୬ରେ ରବିନ୍ଦ୍ରଙ୍କୁ ରିଭାବାଙ୍କ ସହ ବିବାହ କରାଇବା ପରେ ଆମ ବାପା-ପୁଅଙ୍କ […]

ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ୫ ଟିକିଆ ଟେଷ୍ଟ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌କୁ ଭାରତୀୟ ଟିମ୍‌ ବିଜୟୀ ହୋଇଛି । ଉଭୟ ଦଳ ସିରିଜରେ ଏବେ ୧-୧ରେ ରହିଛନ୍ତି । ତେବେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ ଉଠିଛି। ବିରାଟ କୋହଲି ଚୟନ ପାଇଁ ଉପଲବ୍ଧ ନାହିଁ ବୋଲି କୁହାଯାଇଛି। ଏହାପୂର୍ବରୁ ବ୍ୟକ୍ତିଗତ କାରଣରୁ ବିରାଟ […]

ଖାଦ୍ୟ ଖାଇବା ବାହାନାରେ ୧୭ ବର୍ଷର ମହିଳାଙ୍କୁ ବଳାତ୍କାର କଲେ ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ

ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ୨୦୧୯ରେ ମହିଳା ଯେତେବେଳେ ୧୭ ବର୍ଷର ଥିଲେ ସେତେବେଳେ ଇନଷ୍ଟାଗ୍ରାମରେ ବରୁଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେତେବେଳେ ବରୁଣ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆରେ ପ୍ରଶିକ୍ଷଣ ନେଉଥିଲେ।ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା। ସେତେବେଳେ ତାଙ୍କୁ […]

୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ, ସିରିଜକୁ ୧-୧ରେ ସମାନ କରିଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୨୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଛି ଇଂଲଣ୍ଡ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧ରେ ସମାନ କରିଛି। ଭାରତ ପାଇଁ ଜସପ୍ରୀତ ବୁମରା ଏବଂ ଆର ଅଶ୍ୱିନ ସର୍ବାଧିକ ୩-୩ ୱିକେଟ ନେଇଥିଲେ। ଯେଉଁଠାରେ ମୁକେଶ […]

ଟେଷ୍ଟରେ ଇତିହାସ ରଚିଲେ ବୁମ୍ରା ଓ ରେକର୍ଡ କଲେ ଭାରତୀୟ ବ୍ୟାଟସମ୍ୟାନ

ରେକର୍ଡ କଲେ ଯଶସ୍ୱୀ ଜୟସ୍ବାଲ। ଟେଷ୍ଟ କ୍ରିକେଟରେ ପ୍ରଥମ ଡବଲ୍ ଶତକ କରିଛନ୍ତି ଜୟସ୍ବାଲ।ସେ ଏକୁଟିଆ ଇଂଲଣ୍ଡର ପ୍ରତ୍ୟେକ ବୋଲରଙ୍କୁ ସାମନା କରି ଦ୍ୱିଶତକ ହାସଲ କରିଥିଲେ । ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୨୨ ବର୍ଷୀୟ ଜୟସ୍ବାଲ ହେଉଛନ୍ତି ତୃତୀୟ କନିଷ୍ଠ ଭାରତୀୟ। ତେବେ ଦ୍ଵିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ଯଶସ୍ଵୀ ଜୟସ୍ଵାଲଙ୍କ ଦମଦାର ଦ୍ଵିଶତକ ପରେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଦ୍ଵିତୀୟ ଦିନର ଖେଳ ଭାରତ ନାଁରେ ରହିଛି। […]

ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍‌ କରି ଅପରାଜିତ

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି ।ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍‌ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍‌ […]

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚେସ୍ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କ କଲେ ପ୍ରଶଂସା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି | ବଜେଟ ଅଭିଭାଷଣରେ ସୀତାରମଣ ଭାରତର ଯୁବ ଚେସ ଖେଳାଳୀ ଆର୍‌ ପ୍ରଜ୍ଞାନାନନ୍ଦଙ୍କ ପ୍ରଶଂସା କରିଛନ୍ତି।ବଜେଟ୍‌ ଅଭିଭାଷଣବେଳେ ନିର୍ମଳା ଚେସ୍‌ ଉଫରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୮୦ଟି ଚେସ ଗ୍ରାଣ୍ଡମାଷ୍ଟର ଥିବାବେଳେ ୨୦୧୦ରେ ମାତ୍ର ୨୦ଜଣ ଥିଲେ । ଗତ ବର୍ଷ ଏସିଆନ […]

ଲଗାତାର ୩ୟ ଥର ACCର ଅଧ୍ୟକ୍ଷ ହେଲେ ଜୟ ଶାହା

ଏସୀୟ କ୍ରିକେଟ୍ ପରିଷଦର ବାର୍ଷି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ହୋଇଛନ୍ତି। ଏହାକୁ ମିଶାଇ ଶାହ ଲଗାତାର ତୃତୀୟ ଥର ଏସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏହା ଉପରେ ମୋହର ଲଗାଯାଇଛି।ଜୟ ଶାହଙ୍କ କାର୍ଯ୍ୟକାଳ ବଢାଇବା ପ୍ରସ୍ତାବ ଶ୍ରୀଲଙ୍କା କ୍ରିକେଟ୍‌ର ଅଧ୍ୟକ୍ଷ ଶାମ୍ମି ସିଲଭା ରଖିଥିଲେ। ଏହା ପୂର୍ବରୁ ମଧ୍ୟ ଶାମ୍ମି ଜୟ ଶାହଙ୍କ ନାମକୁ […]