ପୌରସ୍ତରୀୟ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମର ଉଦଜାପିତ

ରାୟଗଡ:-ତା.୯/୦୧-ରାୟଗଡ଼ା ପୌରପରିଷଡ଼ ଅଧୀନରେ ଗତ ୬ ତାରିଖରୁ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଆରମ୍ଭ ହୋଇ ୪ଦିନ ଚାଲିବା ପରେ ଆଜି ଉଜାପାନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀ,ଯୁବକ ଯୁବତୀ ବର୍ଗର କବାଡି ,ଭଳିବଲ,ଖକ,କ୍ରିକେଟ ଭଳି ଅନେକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଦଳ ମାନଙ୍କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ୪ […]

ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା 

ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ୧୪ ମାସ ପରେ ଟି-୨୦ ଅନ୍ତର୍ଜାତୀୟ ଦଳକୁ ଫେରିଛନ୍ତି। ରୋହିତ ପୁଣି ଥରେ ଟି-୨୦ ଦଳର ନେତୃତ୍ଵ ସମ୍ଭାଳିବେ। ଏହି ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।ତେବେ ଆହତ ଜନିତ କାରଣରୁ ହାର୍ଦ୍ଦିକ […]

କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିରେ ଯୋଗ ଦେଲେ ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଲେ

ଦିନେ କ୍ରିକେଟରେ ଚକ୍କା ଚଉକା ମାରୁଥିବା କ୍ରିକେଟରେ ଶେଷରେ ରାଜନୀତିରେ ହୋଇଗଲେ କ୍ଲିନ୍ ବୋଲ୍ଡ । ୯ ଦିନ ପରେ ପଲିଟିକ୍ସ ଛାଡିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ୱାତି ରାୟୁଡୁ । ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ରାୟୁଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ‘ମୁଁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କିଛି ଦିନ ଯାଏ ରାଜନୀତିରୁ ଦୂରରେ ରହିବାକୁ ଚାହୁଁଛି। ଆଗାମୀ ଦିନରେ […]

ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଠାରୁ ଧୋନି ୧୭ କୋଟି ଟଙ୍କା କ୍ଷତି ସହିଛନ୍ତି।

ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ୧୫ କୋଟି ଟଙ୍କାର କ୍ଷତି ସହିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ଠକାମୀର ଶିକାର ହେବା ପରେ ଧୋନୀ ତାଙ୍କ ବନ୍ଧୁ ଓ ବିଜ୍‌ନେସ୍ ପାର୍ଟନର୍‌ ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ମାମଲା ଦାୟର କରିଛନ୍ତି। ଅର୍କା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ଲିମିଟେଡ୍‌ର ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ହୋଇଛି।କୁହାଯାଉଛି […]

 ଭାରତକୁ ୧୯୦ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ମହିଳା ଟିମ୍ ଭାରତକୁ ୩-୦ରେ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ମଙ୍ଗଳବାର ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ୧୯୦ ରନ୍‌ରେ ବିଜୟ ହାସଲ କରିଛି ।ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ।୩୩୯ ରନ୍‌ ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୪୮ […]

ଏକଦିବସୀୟରୁ ଅବସର ଘୋଷଣା କଲେ ଏହି ଖେଳାଳି

ନୂଆବର୍ଷରେ ଅବସର ନେଲେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର । ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ,ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। […]

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି […]