ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି । ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ । ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର ପ୍ରଥମ ଟିକା ଯାହା ସବୁଠାରୁ ଘାତକ ମ୍ୟାଲେରିଆ ଜୀବାଣୁ, ପ୍ଲାଜମୋଡିୟମ୍ ଫାଲସିପେରମରୁ ସୁରକ୍ଷା ଦେବା ଲାଗି ଡିଜାଇନ୍ କରାଯାଇଛି । ଏହି ଟିକାକୁ ଭୁବନେଶ୍ୱରର ICMRର […]
ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ।ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା […]
ଅନେକ ଲୋକଙ୍କ ଆଖିରୁ ପାଣି ବାହାରିବାର ସମସ୍ୟା ଥାଏ। କେତେବେଳେ ଏହା ସାମାନ୍ୟ ହୁଏ ତ କେତେବେଳେ ଏତେ ଅଧିକ ହୋଇଯାଏ ଯେ ଆଖି ଖୋଲା ରଖିବା କଷ୍ଟକର ହୋଇପଡ଼େ। ବିନା କାରଣରେ ଆଖିରୁ ପାଣି ବାହାରିବାର କାରଣ ହେଉଛି ଜୀବାଣୁ କିମ୍ବା ଛୋଟ କଣିକା । ଆଖିରେ ଶୁଷ୍କତା, ଟିୟର ଡକ୍ସ କଳା ପଡ଼ିବା, ଆଲର୍ଜି, କର୍ଣ୍ଣିଆ ବ୍ୟାପିବା ଦ୍ୱାରା ମଧ୍ୟ ଆଖିରୁ ପାଣି ବାହାରିଥାଏ । ଆଲର୍ଜିକ୍ କଞ୍ଜୁକ୍ଟିଭାଇଟିସ୍ରେ ଧୂଳି, ଧୂଆଁ କିମ୍ବା ପାଳିତ […]
AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟର ଅମର ଆମଲେ କହିଛନ୍ତି। ଏହା ଏପରି ଏକ ଯୁଗର ଆରମ୍ଭ ଯେତେବେଳେ ଖାଦ୍ୟ ଲେବଲ୍ ସିଗାରେଟ୍ ଚେତାବନୀ ପରି ଗମ୍ଭୀର ହେବ […]
ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଏହା ଜାଣନ୍ତୁ । ସୂଚନାମୁତାବକ ସାପ କାମୁଡ଼ାରେ ୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ସାପ ସାଜୁଛି ଘାତକ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଲୋକଙ୍କ ଅସାବଧାନତା, ଅସଚେତନତା ଏବଂ ଚିକିତ୍ସାରେ ଅହେତୁକ ବିଳମ୍ବ […]
ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମୌସୁମୀ ମଧ୍ୟ ଓଡିଶା ଛୁଇଁ ସାରିଛି ।ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ | ତେବେ ଖାଦ୍ୟରେ ରସୁଣ ଏବଂ ପିଆଜ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ […]
କଫି/ଚା’ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍ନେସ୍ କିମ୍ବା ଓ୍ବେଟ୍ ଲସ୍ ପାଇଁ ସକାଳେ ସାଲାଡ୍ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍ ନୁହେଁ। କାରଣ ସାଲାଡ୍ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍ ଟାଇମ୍।ସକାଳେ […]
ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲେମ୍ବୁରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ […]
ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ରକୁ ସଞ୍ଚାଳନରେ ବାଧା ସୃଷ୍ଟି କରେ ଏବଂ ହୃଦଘାତର ଆଶଙ୍କା ଅନେକ ଗୁଣ ବଢାଇ ଦିଏ |ଏହା ମଧୁମେହ, ହୃଦରୋଗ ଓ ହୃଦଘାତ, ଉଚ୍ଚରକ୍ତଚାପ, ମସ୍ତିଷ୍କଘାତ, ଫ୍ୟାଟି ଲିଭର୍, ଡିସ୍-ଲିପିଡେମିଆ, ନିଶ୍ୱାସପ୍ରଶ୍ବାସରେ, ଆଣ୍ଠୁଗଣ୍ଠି ବାତ ପ୍ରଜନନ କ୍ଷମତା ହ୍ରାସ ଆଦିର କାରଣ ହୋଇଥାଏ |ମିଶିଗନ୍ […]
ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ କାନ୍ଦି କାନ୍ଦି ବେଦମ୍ ହୋଇଯିବେ । କିନ୍ତୁ କଣ କେବେ ଆଅଣ ଭାବିଛନ୍ତି କି ଛୁଆଙ୍କୁ କେତେ କ୍ଷତି ପହଞ୍ଚାଇଥାଏ |ଯଦି ଆପଣଙ୍କ ପିଲାଙ୍କୁ ଆପଣ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି, ତାହାଲେ ଆଗୁଆ […]
ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ଓଠ ଫାଟି ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯାଏ। ଏଭଳି ପରିସ୍ଥିତିରେ ଏହାର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ଅଟେ। ଏନେଇ ଏଥିରୁ ମୁକ୍ତି ପାଇବାକୁ ବଜାରରେ ଅନେକ ଉତ୍ପାଦ ମିଳୁଥିଲେ ମଧ୍ୟ ଏହା ଖୁବ ମହଙ୍ଗା ହୋଇଥାଏ। […]
ଶୀତଦିନରେ ମାତ୍ରାଧିକ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା। ବିଶେଷଜ୍ଞଙ୍କ ମତରେ କେଶ ଝଡିବା ମୁଖ୍ୟ କାରଣ ହେଉଛି ରୁପି। ମୁଣ୍ଡରେ ରୁପି ହେବା ଦ୍ବାରା କେଶ ଅଧିକ ଝଡିଥାଏ। ଯଦି ଆପଣ ଶୀତଦିନ ପ୍ରାରମ୍ଭରୁ ହିଁ କେଶର ଯତ୍ନ ନେବେ, ତେବେ ରୁପି ସମସ୍ୟା ସହଜରେ ଦୂର ହେବ ସହ କେଶ ଝଡିବ ବନ୍ଦ ହୋଇଥାଏ। ତେବେ ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ […]