ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ ହୋଇଛି l ଏହି କମିଟିର ସଭାପତି ଭାବରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଭାବରେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ମନୋନୀତ ହୋଇଛନ୍ତି l ମନୋନୀତ ପରେ ଉଭୟଙ୍କୁ ନୂଆ ଦାୟିତ୍ୱ ପାଇଁ […]
ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ। ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୋଷ୍ଟିଂ କରାଯିବ। ସରକାର ଏ ନେଇ କଡା ମନୋଭାବ ପୋଷଣ କରିଛନ୍ତି । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖାଯାଉଛି । […]
ଇଣ୍ଡିଆନ ଆଇଡଲ୍ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି।ଇଣ୍ଡିଆନ ଆଇଡଲ୍ ରେ ନିଜର ଜଲଵା ଦେଖାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝା ଙ୍କ ପୁଅ ଜ୍ୟୋତି ପ୍ରକାଶ ଓଝା। ଛୋଟ ବେଳରୁ ସଙ୍ଗୀତ ପ୍ରତି […]
ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ସୂଚନା ଦେଇଛି।ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏ ଛୁଟି ନେଇପାରିବେ। ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ମାସିକ ଧର୍ମ ପାଇଁ ଅତିରିକ୍ତ ୧୦ଦିନ ସାମୟିକ ଛୁଟି ଦେବାକୁ ନିଷ୍ପତ୍ତି […]
ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଏବଂ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ସେପଟେ କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର। ରାଜ୍ୟକୁ ଶୀତ ଋତୁ ଆସିନି। କିନ୍ତୁ ଶୀତର ପ୍ରକୋପ ଆରମ୍ଭ ହେଲାଣି। ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର […]
ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ, ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଛି ଏଭଳି ଅଲୌକିକ ଦୃଶ୍ୟ ।ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଗତକାଲି ଠାରୁ ଉଦ୍ଧାର ହୋଇଥିବା ଶିବ ଲିଙ୍ଗର ପାଖରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ଘଟଣା ପରେ ନୂଆ ଗୁଡ଼ା ଗ୍ରାମବାସୀ ବେଶ୍ […]
ଭାରତୀୟ ବଜାରରେ ୫ ଟଙ୍କା କଏନର ଯଥେଷ୍ଟ ଗୁରୁତ୍ୱ ରହିଛି। ହେଲେ ଏବେ ବଜାରରେ ଆଉ ପୁରୁଣା ୫ ଟଙ୍କା କଏନ ମିଳୁ ନାହିଁ। ମୋଟା ୫ ଟଙ୍କା କଏନର ଅଭାବ ଏବେ ଅନୁଭବ କରୁଥିବେ।ଏହି ମୋଟା ୫ ଟଙ୍କିଆ ମୁଦ୍ରାର ଅବୈଧ ତସ୍କରୀ ମଧ୍ୟ ଚିନ୍ତାଜନକ ହୋଇଥିଲା। ଖାସ କରି ବାଂଲାଦେଶରେ ଏହି ମୁଦ୍ରାଗୁଡିକୁ ତରଳାଇ ଏହି ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା। ଗୋଟିଏ ମୁଦ୍ରାରୁ ୬ଟି ବ୍ଲେଡ ତିଆରି ହେଉଥିଲା ଓ […]
ଆମେ କଟ୍କି, ସବୁଠାରୁ ହଟ୍କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ତେବେ କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି ବର୍ଣ୍ଣନା କରା ଯାଇଛି । ମହାନଦୀ,କାଠଯୋଡି, କଟକର ଦଶହରା ଦହିବରା, ବାରବାଟୀ ଦୁର୍ଗ, ସ୍ଵରାଜ ଆଶ୍ରମ, ଚଣ୍ଡୀ ମନ୍ଦିର, କଦମ୍ ରସୁଲ୍, ଚର୍ଚ୍ଚ, ଗୁରୁଦ୍ୱାର ସହ କଟକ ମାଟିରେ ଜନ୍ମ […]
ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରଫ । ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ଆଗଲପୁର ଥାନାରେ ୧୮୬/୨୪ କେସ ନମ୍ବରରେ ମାମଲା ରୁଜ କରି ତଦନ୍ତ କରୁଥିଲା ପୋଲିସ ।ଥାନାରେ ମାମଲା ରୁଜୁ ପରେ ଫେରାର ମାରିଥିଲେ ଯୋଗାଣ ସହାୟକ ଗିରିଶ […]
ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବହୁଚର୍ଚ୍ଚିତ ଜାତୀୟ ଶିକ୍ଷାନୀତି । ୨୦୨୪-୨୫ (ଚଳିତ) ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ‘ଜାତୀୟ ଶିକ୍ଷା ନୀତି-୨୦୨୦’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏକାଧିକ ଥର ପାଠ୍ୟକ୍ରମ ଛାଡ଼ିପାରିବେ ଓ ଆଡ୍ମିସନ କରିପାରିବେ । ଛାତ୍ରଛାତ୍ରୀ ମାନେ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ ପୂର୍ଣ୍ଣ କରିପାରିବେ । ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ୍ ପାଇଁ ରହିବ ସୁଯୋଗ । ପାଠ୍ୟକ୍ରମକୁ […]
ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ |ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅତୀତ ରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବ ଭାରତୀୟ ସ୍ଥରରେ କମ ରହିଛି । ଆଗାମୀ ଦିନ ରେ ସରାକର ଉଚ୍ଚ ନ୍ୟାୟାଳୟ କୁ ଅନୁରୋଧ କରିବାକୁ ଯାଉଛନ୍ତି, ରାଜ୍ୟ ରେ 4 […]
ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର […]
