ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୨୪ ଘଣ୍ଟା ଭିତରେ ମିଳିଲା ଆବାସ ଯୋଜନାର କାର୍ଯ୍ୟାଦେଶ

ସାହସୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍‌ ଆବାସ ଘର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିବାନୀଙ୍କ ଘର କାର୍ଯ୍ୟାଦେଶ ଦେଇଛି ଜିଲ୍ଲା ପ୍ରଶାସନ |ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀଙ୍କର ଥିଲା ବଡ଼ ଭୂମିକା । ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ ଶିବାନୀ । ଅସହାୟଙ୍କ ପାଇଁ […]

ଯିଏ ସରକାରୀ ମେଡ଼ିକାଲ୍‌ରେ ପ୍ରସବ କରାଇବ, ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ।

ଅନୁଗୋଳ ଜିଲ୍ଲାରେ।ପରାଚାଟ ଗାଁର ପ୍ରତାପ ସାହୁଙ୍କ ପତ୍ନୀ ରୀତା ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସିଏ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ପ୍ରତାପ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମେଡ଼ିକାଲ୍‌ରେ ପ୍ରସବ କରିଥିଲେ ରୀତା। ପିଲା ଜନ୍ମ ପରେ ମେଡିକାଲ୍‌ରେ କାର୍ଯ୍ୟରତ ନର୍ସମାନେ ତାଙ୍କୁ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ମାଗିଥିଲେ। ମାତ୍ର ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରୀତ ପ୍ରତାପ ଏତେ ଟଙ୍କା ଦେବା ପାଇଁ ଅସହାୟତା ପ୍ରକାଶ […]

ରବିବାରରୁ ପାଗ ଶୁଖିଲା ରହିବ

ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ଏହାର ଆଉ ବିଶେଷ ପ୍ରଭାବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।ରବିବାର ଠାରୁ ପାଗ ଶୁଖିଲା ରହିବ । କାଁ ଭାଁ ଜଳୀୟବାଷ୍ପ ରହିଛି । ସେ ନେଇ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।। ରବିବାର ଠାରୁ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ […]

ଜଙ୍ଗଲୀ ଜନ୍ତୁ ମାଂସ ଓ ଚମଡା ସହ ଧରା ହେଲେ ବାବା

ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । ଏଥର ବି ସେହି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଆସିଛି ଖବର । ବାରହା ମାଂସ ରୋଷେଇ କରୁଥିବା ସମୟରେ ବନ ବିଭାଗ ଚଢାଉ କରିଥିଲା । ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ ଘରୁ ଗିରଫ କରିଛି । ଏଠି ସହିତ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ ହୋଇଛି ।କିଛି ଦିନ ତଳେ […]

‘ଭୂତ’ ମାରିଦେଲା ନିଜ ଗର୍ଭବତୀ ପ୍ରେମିକକୁ ….

ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୦ ବର୍ଷୀୟ ସୋନିଙ୍କୁ ହତ୍ୟା କରିଥିବା ଯୁବକର ନାଁ ସଲିମ ଓରଫ ସଞ୍ଜୁ। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଚତୁରତାର ସହ କାର୍ଯ୍ୟକାରୀ କରାଯାଇଥିଲା। ସଲିମ ପ୍ରଥମେ ଯୋଜନା ଅନୁସାରେ ଦୁଇ ବନ୍ଧୁ ହ୍ରିତିକ ଓ ପଙ୍କଜକୁ ଡାକିଥିଲା। ସମସ୍ତେ ଏକାଠି ହୋଇ ହତ୍ୟାକାଣ୍ଡ ଘଟାଇବାକୁ କରୱା ଚୌଥର ଦିନ ଠିକ କରିଥିଲେ।ସୋନି ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇର ବାସିନ୍ଦା […]

ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି

ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ ଜଗତସିଂହପୁରରେ ୨୪୯୮ ଜମିରେ ଫସଲ ନଷ୍ଟ ହୋଇଛି ।ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି। ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରିରେ ମଧ୍ୟ […]

ରାଜଧାନୀ ଭୁବନେଶ୍ୱରରେ ବାଘ ଆତଙ୍କ ।

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଡମ୍ପିୟାର୍ଡ ଭିତରେ ଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍‌ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର […]

୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର।

୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର। ନିଲମ୍ବିତ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଲୋକଙ୍କୁ କାଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟ ଅବହେଳା ପାଇଁ ୪ ନିଲମ୍ବିତ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ । ଆଜି ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । କ୍ଷୟକ୍ଷତି […]

ବାତ୍ୟା ‘ଦାନା’ ଯୋଗୁଁ ଚାନ୍ଦବାଲିରେ ସର୍ବାଧିକ ବର୍ଷା

ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି। ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେବାରୁ ବାଲେଶ୍ୱର ଜିଲ୍ଲାର ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ […]

ଦାନା ପ୍ରଭାବରେ ବର୍ଷା ଆଣିବ ଶୀତ

ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ। ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି । ଗୁରୁବାର ଫୁଲବାଣୀରେ ରାତିର ତାପମାତ୍ରା ସବୁଠୁ କମ୍‌ ବା ୧୭.୫ ଡିଗ୍ରୀ, ଅନୁଭୂତ ହୋଇଥିଲା । ଦାରିଙ୍ଗିବାଡ଼ି, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ଡା […]

ରାତି ଅଧରେ ୨୦ କେଜି ସୁନା ସହ ଗାଡ଼ି ଜବତ

ବାରିପଦାରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ । ବାରିପଦା ଜିଏସ୍‌ଟି ପକ୍ଷରୁ ଚଢାଉ କରି ଏତେ ପରିମାଣର ସୁନା ଜବତ ହୋଇଛି । ଏହାସହିତ ଏହି ଘଟଣାରେ ବ୍ୟବହୃତ ଲଜିଷ୍ଟିକ୍‌ ଗାଡ଼ି ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ […]

ପିଠାଖାଇ ଗଣବଳାତ୍କାର ଓ ଭିଡିଓ ପ୍ରଘଟ ଘଟଣା : ୩ ଅଭିଯୁକ୍ତ ଅଟକ

ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ସମୟରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି। ପରବର୍ତ୍ତୀ ସମୟରେ ଏହାର ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ପୀଡ଼ିତାଙ୍କ‌ ଅଭିଯୋଗ ମୁତାବକ, ଗତ ୨୦ ତାରିଖରେ ସେ ତାଙ୍କ ପୁରୁଷବନ୍ଧୁଙ୍କ ସହ ଫତେଗଡ଼ ରାମମନ୍ଦିରକୁ ଦର୍ଶନ ପାଇଁ […]