ବାତ୍ୟା ‘ଦାନା’କୁ ନେଇ ଆଶା ଆଶଙ୍କାରେ ଏବେ ଉପକୂଳ ବାସିନ୍ଦା। ବାତ୍ୟାର ପ୍ରଭାବ କେତେ ରହିବ ସେ ନେଇ ଉପକୂଳ ବାସିନ୍ଦାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଛନକା ଦେଖାଦେଇଛି। ତେବେ ପୁରୀ ଜିଲ୍ଲାରେ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ […]
ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍ ପ୍ରାୟ ୨୧ କ୍ୱିଣ୍ଟାଲ୍ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ବିଶେଷ କରି ଏହା କର୍କଟ ରୋଗର କାରଣ ପାଲଟିଥାଏ। ପନିପରିବା ରଙ୍ଗ କରିବା ପାଇଁ ହାନିକାରକ କେମିକାଲ୍ର ବ୍ୟବହାର କରାଯାଏ। ଏହା ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ।ଭାରତୀୟ ଖାଦ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୨୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ସ୍ଥାନୀୟ ଏନଏସି ହାଇସ୍କୁଲ ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ପ୍ରତିଯୋଗୀ ମାନେ […]
ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ଗତିପଥ ଏବେ ବଦଳିଛି । ଏହିବ ବାତ୍ୟା ଓଡ଼ିଶାରେ ହିଁ ଲ୍ୟାଣ୍ଡଫଲ କରିବ । ଓଡ଼ିଶାକୁ ସିଧାସଳଖ ହିଟ କରିବ । ଉତ୍ତର ଓଡ଼ିଶାକୁ ବାତ୍ୟା ହିଟ କରିବା ସମ୍ଭାବନା ରହିଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅତି ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ ବାତ୍ୟା […]
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ କରିଥିପା ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ବିବାଦ ପରେ ତୁରନ୍ତ ପୋଷ୍ଟ ହଟାଇଥିବା କହିଛନ୍ତି ବୁଦ୍ଧାଦିତ୍ୟ। ସୂଚନା ଥାଉକି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ ବିଷ୍ଣୋଇ, ବାବା ସିଦ୍ଧିକିଙ୍କୁ ମର୍ଡର କଲା ପରେ […]
ମଝି ସମୁଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା । ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଥିଲା। ଟ୍ୟାଗରେ CHN-19-2024 ଲେଖା ରହିବା ସହିତ 988822 ବିଶିଷ୍ଟ ନମ୍ବର ମଧ୍ୟ ଉଲ୍ଲେଖ ରହିଥିଲା। ପାରାଟି ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିଲା। ତେବେ ପାରାଟିକୁ ବନ ବିଭାଗ ୨ ଦିନ ରଖିବା ପରେ ଛାଡି ଦେଇଥିବା ଜଣାପଡିଛି। । କେନ୍ଦ୍ରାପଡା ମହାକାଳପଡାରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଏହି […]
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟାର ଗତିପଥ ନେଇ ଆକଳନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା । ଆମେରିକୀୟ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ । […]
ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ତେବେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଚନ୍ତି। ଲୋକେ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ।ଅନ୍ୟପକ୍ଷେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢି଼ବା ଆଶଙ୍କା ଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସରକାର କହିଛନ୍ତି, ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ।ଏସ୍ଆରସି କହଛନ୍ତି, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ସାଧାରଣ […]
ବାଲିଗୁଡା ବାପ ପୁଅଙ୍କୁ ଏସିଡ୍ ମାଡ଼ ଘଟଣାର ପର୍ଦ୍ଦାଫାସ । ସାମ୍ନାକୁ ଆସିଲା ବାପା-ପୁଅଙ୍କୁ ଏସିଡ୍ ମାଡ଼ର ସତ । ନିଜ ଜନ୍ମକଲା ଝିଅ ହିଁ ବାପା ଓ ଭାଇକୁ ଏସିଡ୍ ଆକ୍ରମଣ କରିଥିବା ଜଣାପଡିଛି। କାରଣ ଝିଅର ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲା ବାପା । ତେଣୁ ରାସ୍ତାରୁ କଣ୍ଟା ସଫା କରିବାକୁ ପ୍ରେମିକ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା ଝିଅ। ଆଉ ଶେଷରେ ନିର୍ଦ୍ଦୟ ଝିଅ ବାପା ସମେତ ଛୋଟ ଭାଇ […]
ରାଜଧାନୀରେ ଖୋଲିଲାଣି ମାଳ ମାଳ ମସାଜ ସେଂଟର ଓ ସ୍ପା । ସ୍ପାରେ ଅନୈତିକ କାମ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ଚଢାଉକୁ ପୁଣି ଥରେ ଜୋରଦାର କରାଯିବ । ସମସ୍ତ ଥାନା ଅଂଚଳରେ ଚଢ଼ାଉ କରିବା ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ । ନାବାଳିକା କିମ୍ବା ଯୁବତୀଙ୍କୁ ଶୋଷଣ କରାଯାଉଛି କି ନାହିଁ ସେନେଇ ଯାଞ୍ଚ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଗତଦିନରେ […]
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ତାରିଖ ସକାଳେ ଅବପାତ ରୂପ ନେଇପାରେ। ଏହା ୨୩ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ୨୪ […]
ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ ସାମଗ୍ରୀ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି। କଟକରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରବିବାର ବସିଥିବା ସମୀକ୍ଷା ବୈଠକରେ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଦିବ୍ୟାଙ୍ଗଙ୍କ ସମସ୍ୟା ସଂପର୍କରେ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାସନକାର୍ଡ […]
