ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ” ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି” ର ଜିଲ୍ଲା ସ୍ତରୀୟ ସାଧାରଣ ସଭା ରବିବାର, ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ସଭାପତି ନିଳାଦ୍ରୀ ବିହାରି ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀରେ ରାଜ୍ଯ ଓଷ୍ଟା ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ,ଜିଲ୍ଲା ଓଷ୍ଟାର ସଭାପତି ଅଯୋଧ୍ୟା ନାଥ ନାୟକ, ରାଜ୍ୟ ସମ୍ପାଦକ ମାଣିକେଶ୍ଵର ସ୍ୱାଇଁ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ବିନାୟକ ପରିଡ଼ା ,ଜିଲ୍ଲା ଓଷ୍ଟା […]
ବଲାଙ୍ଗୀର ( ଜଗଦୀଶ ଭୋଇ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ର ଅବସର ଓ କାର୍ଯ୍ୟରତ ଆଦିବାସୀ କର୍ମଚାରୀ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ଜତନ ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ଏକ ସଂଘ ର ଆବଶ୍ୟକତା ରହିଛି ଉକ୍ତ ସଂଘ ସାମୁହିକ ଭାବରେ କାମ କରିବ ସହ ,ସଂଘ […]
ଢେଙ୍କାନାଳ ଦେଉଳସାହି ସ୍ଥିତ ଆଶୀର୍ବାଦ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ଗତ ତା 24.07.24 ରେ ଦିଘୀ ଗ୍ରାମ ପଞ୍ଚାୟତ ରେ ସଂଗୀତ ନାଟକ ଏକାଡେମୀ ର ଆର୍ଥିକ ସହାୟତାରେ ମହିଳା ମାନଙ୍କ ଦ୍ୱାରା ନାମ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗୌର ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 16 ଜଣ ବିଦ୍ୟନଗରୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 18 ଜଣ ଓ ରାଧା ରମଣ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 16ଜଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ଆଜି ପ୍ରତ୍ୟୁଷରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯାଇଛି । ରେଳ ଷ୍ଟେସନ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ପରିଷ୍କାର କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ […]
ରାୟଗଡ଼ା:୧୦/୦୮, ରୋଟାରୀ କ୍ଲବ୍ ଆଫ୍ ଭୂବନେଶ୍ଵର ରୟାଲ୍ ପକ୍ଷରୁ ରାୟଗଡାରେ ନିୟମଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ସହ ମଶାରୀ, କମ୍ବଳ ଓ ଚାଦର ବଣ୍ଟନ କରାଯାଇଛି। ଏହି କ୍ରମରେ ବର୍ତ୍ତୋଲି ପ୍ରାଥମିକ ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିସ୍କୁଟ ବଣ୍ଟା ଯାଇଥିଲା। ମଶାରୀ ବ୍ୟବହାର ଉପଯୋଗୀତା ତଥା ଆଖପାଖ ପରିବେଶର ସ୍ୱଚ୍ଛତା ଓ ଜଙ୍ଗଲ ସୁରକ୍ଷା ନେଇସ୍ଥାନୀୟ ଡଙ୍ଗରିଆ କନ୍ଧମାନଙ୍କୁ ରୋଟାରୀୟାନ୍ ମାନଙ୍କ ଦ୍ଵାରା ସଚେତନତା କରାଯାଇଥିଲା। ରୋଟାରୀ ରୟାଲ୍ […]
ମେସ: ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।* *ð¹ବୃଷ: ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ […]
ନୂଆଗାଁ:ନୟାଗଡ ନୂଆଗାଁ ବ୍ଲକ୍ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ଶ୍ରବଣ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ହିତାଧିକାରୀ ଙ୍କୁ ଶ୍ରବଣ ଉପକରଣ ବଣ୍ଟନ କରିବା ସହ ଉପକରଣ ର ସଠିକ୍ ବ୍ୟବହାର ଉପରେ ବୁଝାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ବିଡ଼ିଓ […]
ଚାକିରି କରାଇ ଦେବା ନାମରେ ଠକେଇ, ଜେଲ ଗଲେ ଶିକ୍ଷୟିତ୍ରୀ । ଚାକିରି ନାରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଶିକ୍ଷୟିତ୍ରୀ ଯାଜପୁର ଜିଲ୍ଲା ରଗଡି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି । ସେ ଅଭିଯୋଗକାରୀ ମଧୁସ୍ମିତାଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୫ ଲକ୍ଷ ୬୫ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଘସିପୁରା ପୋଲିସ ମନୀଷା […]
ବିଗତ କିଛି ମାସ ହେଲା ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି। ଏହି ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମ୍କୁ ପରିବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ବେଆଇନ ଭାବରେ ବେଦାନ୍ତ ପାଉଁଶ ପରିବହନ କରୁଥିବାବେଳେ ଲୋଲାଣ୍ଡ ଫିଲିଂ କହି ବେଦାନ୍ତ ଗୋଟିଏ ପରେ ଗୋଟିଏ ସ୍ଥାନରେ ପାଉଁଶର ପାହାଡ […]
ବନ୍ୟା ନିୟନ୍ତ୍ରଣ ଓ ଚାଷୀଙ୍କ ପାଇଁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ହୀରାକୁଦ ଜଳଭଣ୍ଡାରରୁ କାଳକ୍ରମେ ସହରାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେହିପରି ଏହି ଜଳଭଣ୍ଡାରରୁ ଏକାଧିକ କଳକାରଖାନାକୁ ପାଣି ମିଳୁଛି। ତେବେ ଅଭିଯୋଗ ହେଉଛି ଯେ, ଅନେକଗୁଡ଼ିକ କାରଖାନା ଠିକ୍ ସମୟରେ ଜଳ କର ଦେଉ ନାହାନ୍ତି। ଜଳକର ବକେୟା ରଖିଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ଯଦି ସାଧାରଣ ଚାଷୀ ଜଳକର ଦେଉଛି ତେବେ ବଡ ବଡ […]
ଆଳୁ ପ୍ରସଙ୍ଗ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପର୍ଯ୍ୟାପ୍ତ ପରିମାଣରେ ଆଳୁ ଓଡ଼ିଶାବାସୀଙ୍କୁ ୩୦ ଟଙ୍କା କିଲୋରେ ଦିଆଯିବ । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ଆଳୁ ଆସିବ । ରବିବାରଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ପର୍ଯ୍ୟାପ୍ତ ଆଳୁ ଆସିବ । ଆଳୁକୁ ନେଇ ଆଉ କାହାର ମନମାନି ଚାଲିବ ନାହିଁ । ଦିଦିଙ୍କର ମଧ୍ୟ […]
ପୂଜକଙ୍କୁ ପାଉଣା ମିଳିଲାନି ବୋଲି ଜଗତର ନାଥ ଜଗନ୍ନାଥ ବଡ଼ଠାକୁର ବାହୁଡ଼ା ପରଠାରୁ ସେମିତି ରଥରେ ରହିଛନ୍ତି। ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ିରେ।ବାହୁଡ଼ା ଯାତ୍ରାକୁ ବହୁ ଦିନ ବିତିଯାଇଥିବଲେ ମଧ୍ୟ ତିନି ଠାକୁରଙ୍କୁ ନିଳାଦ୍ରୀବିଜେ ହୋଇପାରି ନାହିଁ । ମନ୍ଦିର ଖାଁ ଖାଁ ପଡିଛି, ଖୋର୍ଦ୍ଧା ଜିଲା ମଙ୍ଗଳାଯୋଡିରେ ରଥାରୁଢ ତିନି ଠାକୁରଙ୍କୁ ନେଇ ଚର୍ଚ୍ଚା ହେଉଛି । ଅତୀତରେ ମଙ୍ଗଳାଯୋଡ଼ିରେ ରଥଯାତ୍ରା ଧୁମ ଧାମରେ ପାଳିତ ହେଉଥିଲା। ରଥ ଟାଣିବାକୁ […]
