FM କଲେଜ ଛାତ୍ରୀ ଜୀବନ ହାରିବା ଘଟଣା, ଦ୍ବିତୀୟ ଥର ପାଇଁ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ

ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା । ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି । ଏହି ଆବେଦନକୁ ଏସ୍ ଡି ଜେ ଏମ୍ କୋର୍ଟ ଖାରଛ କରିଛନ୍ତି । ତାଙ୍କର ଏହା ଦ୍ବିତୀୟ ଥର ପାଇଁ ୧୪ ଦିନ ଅବଧି ଖାରଜ ହୋଇଛି । ତାଙ୍କର ବେଲ୍ କୁ ଏସ୍ ଡି ଜେ ଏମ୍ କିଶୋର କୁମାର ନାଥ ଖାରଜ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital