ହରିୟାଣାର ଗଞ୍ଜେଇ ବେପାରୀଙ୍କୁ ଧରିଲା ଆରପିଏଫ୍ । K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍ । ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ହରିୟାଣା ପାନିପଥ ଅଞ୍ଚଳର ସାହାଜାଦ ଓ ମହଶିନ । ଦିଲ୍ଲୀ ଯିବା ପାଇଁ ଅପେକ୍ଷା କରିଥିବାବେଳେ ମାଡି ବସିଲା RPF ।
