ନୟାଗଡ଼, (ଓଡ଼ିଶା ଦର୍ପଣ): ବିଶିଷ୍ଟ ରାଜ ନେତା, ସାହିତ୍ୟିକ,ଶିକ୍ଷାବିତ୍, ନାଟ୍ୟକାର ସମାଜ ସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ଵର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ବଂଶୀଧର ଇଣ୍ଟର୍ ନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୁଲ୍ୟରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ମନୋଜ କୁମାର ସାହୁ ଓ ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ଶ୍ରୀହନୁମାନ ଜୟନ୍ତୀ , ଆମ୍ବେଦକର ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି […]