ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଅଶ୍ୱସ୍ଥପଡ଼ା ଦୁର୍ଗା ଚରଣ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅଲେଖ ଖଟେଇଙ୍କ ହୃଦଘାତରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଆଜି ଶନିବାର ଥିବାରୁ ସେ ସକାଳୁ ବିଦ୍ୟାଳୟକୁ ଆସିଥିଲେ। ତେବେ ବିଦ୍ୟାଳୟ ଛୁଟି ସମୟରେ ନିଜକୁ ଅସ୍ଵାଭାବିକ ଅନୁଭବ କରିବାରୁ ବିଦ୍ୟାଳୟର ୨ ଜଣ ଶିକ୍ଷକ ତାଙ୍କୁ ତାଙ୍କ ନିଜ ଗ୍ରାମ ସୋଲାପଟାରେ ନେଇ ଛାଡି ଦେଇ ଆସିଥିଲେ। ଘରେ ପହଞ୍ଚିବାର କିଛି […]