ନୟାଗଡ଼: ପ୍ରଚାର ମଇଦାନରେ ଅରୁଣ

ନୟାଗଡ଼, (ଓଡ଼ିଶା ଦର୍ପଣ): ଓଡ଼ିଶାର ପ୍ରମୁଖନୟାଗଡ଼ ନିର୍ବାଚନମଣ୍ଡଳୀରେ ରେକର୍ଡ ବିଜୟ ଲକ୍ଷ୍ୟ ନେଇ ବିଜେଡି ରଣକୌଶଳ ଆରମ୍ଭ କରିଛି। ବିଧାୟକ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ଚଳିତ ଥର ପୁଣି ନିର୍ବାଚନ ଜିତି ବିରୋଧୀଙ୍କୁ ଚିତପଟାଙ୍ଗ କରିବାକୁ ସମସ୍ତ ଚେଷ୍ଟା ଚଳାଇଛନ୍ତି।ଏହି କ୍ରମରେ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥ‌ିବା ଜଣାପଡ଼ିଛି। ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତ ବନ୍ଧସାହି ଗ୍ରାମରୁ ପ୍ରତ୍ୟେକ ଥର ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ […]

Odisha Darpan Digital