ନୟାଗଡର ପ୍ରମୁଖ ସାହିତ୍ୟ ଅନୁଷ୍ଠାନମାନେ ପାଳିଲେ ବିଶ୍ଵ ମାତୃଭାଷା ଦିବସ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ଫେବୃଆରୀ ଏକୋଇଶି ବିଶ୍ଵ ମାତୃଭାଷା ଦିବସକୁ ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନେ ପାଳନ କରିଛନ୍ତି । କବି ନିର୍ମଳ ଶୁରଦେଓଙ୍କ ସଭାପତିତ୍ବରେ ଆୟୋଜିତ ମାତୃଭାଷା ଦିବସରେ ବହୂଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁକବି ତଥା ଅଭିନେତା ଦେବେନ୍ଦ୍ର ପରମଗୁରୁ ଯୋଗଦେଇ ମାତୃଭାଷାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । କବୟିତ୍ରୀ ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀ, ନୀଳିମା ନନ୍ଦ ସଂସ୍କୃତ, […]

ଆସନ୍ତା ସମୟରେ ଓଡ଼ିଆ ଭାଷା ସମଗ୍ର ବିଶ୍ୱ- ଭାଷାକୁ ପ୍ରଭାବିତ କରିବ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆମ ଭାବନା ଓ ବିଚାରକୁ ସ୍ପଷ୍ଟ ବ୍ୟକ୍ତ କରିବାର ମାଧ୍ୟମ ହେଉଛି ମାତୃଭାଷା। ବହୁରାଷ୍ଟ୍ରୀୟକରଣ ସମୟରେ ମାତୃଭାଷା, ଗାଁ ଗହଳିର ଢଗଢମାଳିର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ବିଭିନ୍ନ ବୈଦ୍ଧିକ ପ୍ରାଚୀନ କୀର୍ତ୍ତି ସବୁର ରକ୍ଷାକରିବା ତଥା ମାତୃଭାଷାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଓଡିଆ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସନ୍ତା ସମୟରେ ଆମର ମାତୃଭାଷା ସମଗ୍ର ବିଶ୍ୱର ଭାଷାକୁ ପ୍ରଭାବିତ କରିବ ବୋଲି କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ […]

Odisha Darpan Digital