ଶ୍ରୀ ସୃଜନ ପକ୍ଷରୁ ଭଜନ ‘ରଜ ପାନ ଭାଙ୍ଗିଲି’ ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):’ଶ୍ରୀସୃଜନ’,ନୟାଗଡ଼ ଦ୍ବାରା ପ୍ରସ୍ତୁତ ଏକ ଭଜନ,”ରଜ ପାନଭାଙ୍ଗିଲି” ,ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ,ନୟାଗଡ଼ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର  ଚୌଧୁରୀ,ସୁରଗନ୍ଧର୍ବ ନବକିଶୋର ମିଶ୍ର,  ସମାଜସେବୀ ପ୍ରମୋଦ ପଟ୍ଟନାୟକ,  ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, କଣ୍ଠ ଶିଳ୍ପୀ ପ୍ରଶାନ୍ତ ଦାସ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ଅନନ୍ୟା, ବିଜୟାନନ୍ଦ ମହାପାତ୍ର, ଦିଲ୍ଲୀପ ସାହୁ, ଆନନ୍ଦ ଦାସ, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର […]

Odisha Darpan Digital