ଆଜିର ଖବର କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । By odishadarpan March 20, 2025March 20, 2025 କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ସର୍ୱାଧିକ ଗଂଜାମରୁ ୧୦, ଖୋଦ୍ଧା ଓ ଭୁବନେଶ୍ୱରରୁ ୮ ଜଣ । ସୁନ୍ଦରଗଡରେ ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ୫୦ରୁ ୪୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ମିଳିଛି ।
ଆଜିର ଖବର ରାଜ୍ୟରେ କମିଲା ତାତି, ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ By odishadarpan May 30, 2026May 30, 2026
ଆଜିର ଖବର ପୁଣି ଖୋଲିବ ରତ୍ନଭଣ୍ଡାର । ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍ By odishadarpan May 19, 2026May 19, 2026