ରାୟଗଡ ଟ୍ରକ ମାଲିକ ସଂଘ ନିର୍ବାଚନ ରୋଚକ ମୋଡ ନେଇଥିଲା . ୟାଲା ଭେଙ୍କେଟେ ସ୍ୱର ରାଓ ( କୋଣ୍ଡା ବାବୁ ) ମାଲିକ ସଂଘ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ପୋରକ୍ଷ ରେ ପରାଜିତ ହୋଇଛନ୍ତି ନକେଟି ଭାସ୍କର ରାଓ ଓ ତାଙ୍କ ସମର୍ଥିତ ପ୍ରାର୍ଥୀ ମନ୍ମଥ ରାଓ ( ଚିଟି ବାବୁ ) . ଟ୍ରକ ୟୁନିଅନ ଟଙ୍କା ହେରଫେର ନେଇ ଏନ ଭାସ୍କର ରାଓ ଓ ତାଙ୍କର କିଛି ସମର୍ଥକ ଆଜିବି ହରଡ଼ ଘଣାରେ . ଟ୍ରକ ମାଲିକଙ୍କ ଠାରୁ ନକ୍ସଲ ବଟି ଓ ୟୁନିଅନ ର କୋଟି କୋଟି ଟଙ୍କା ଭାସ୍କର ରାଓ ଆତ୍ମସାତ କରିଥିବା ଅଭିଯୋଗ ରେ ୟୁନିଅନ ପକ୍ଷରୁ ପୋଲିସ ନିକଟରେ ମାମଲା ମଧ୍ୟ ରୁଜ ହୋଇଛି . ଆଜି ଯାଏ ୟୁନିଅନ କୁ ହିସାବ ଦେଇ ପାରିନାହାନ୍ତି ଭାସ୍କର ରାଓ . କିନ୍ତୁ ଟ୍ରକ ୟୁନିଅନ ନିର୍ବାଚନ ପୂର୍ବରୁ ଭାସ୍କର ରାଓ ବେଶ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳିଛି . ଶ୍ରୀ ରାଓ ସକ୍ରିୟ ହୋଇ ଟ୍ରକ ମାଲିକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରି ଶେଷରେ ପରାଜୟ ହୋଇଥିବା ଭଳି ଅନୁମେୟ ହେଉଛି !ଟ୍ରକ ମାଲିକ ସଂଘ ନିର୍ବାଚନ ପୂର୍ବରୁ ଅର୍ଥାତ ଗତ ଶୁକ୍ରବାର ଦିନ ବିଜୁ ସ୍ୱାଭିମାନ ମଂଚ ନାମରେ ଶତାଧିକ ତାଙ୍କ ସମର୍ଥକଙ୍କୁ ନେଇ କୋଲନରା ବ୍ଲକ ରେ ଏକ ପଟୁଆର madhyama ରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଭଳି ଅନୁମେୟ ହୋଇଥିଲା ! ହେଲେ ପ୍ରଶ୍ନ
