ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି।

ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି। ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ କର୍ମଚାରୀ। ଏହି କର୍ମଚାରୀଜଣକ ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାରେ ଚାକିରି କରୁଥିଲେ। ଏଥିରେ ୭୪ ଜଣଙ୍କ ଖୋଳତାଡ଼ ଚାଲିଛି।ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital