ନଭେମ୍ବର ୧୫ରୁ ରାଜଧାନୀ ପୁସ୍ତକ ମେଳା

୨୬ତମ ରାଜଧାନୀ ପୁସ୍ତକ ମେଳା ଆସନ୍ତା ନଭେମ୍ବର ୧୫ ତାରିଖରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ।ଚଳିତ ବର୍ଷ ମେଳାରେ ୪୦୦ରୁ ଅଧିକ ଷ୍ଟଲ ଖୋଲାଯିବ । ଦେଶର ବହୁ ଖ୍ୟାତନାମା ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଓ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିବେ । ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିନରେ ସାହିତ୍ୟ ସଭାର ଆୟୋଜନ ମଧ୍ୟ କରାଯିବ । ଏହି ଅବସରରେ ଓଡ଼ିଆ ସାହିତ୍ୟର ୧୨ଟି ବିଭାଗରେ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯିବ।

ଅଧିକ ପଢନ୍ତୁ