ଭଦ୍ରକରେ ଅଛି ଗାଡି , ଚାଲାଣ କଟିଛି ନୟାଗଡରେ

ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।ଅନଲାଇନ୍ ରେ ନୋଟିସ ମଧ୍ୟ ଆସିଛି।  ତେବେ  କାର ଟି ଭଦ୍ରକରେ ଥିବା ସେ ସିସିଟିଭି ଫୁଟେଜରେ ଦେଖାଇଛନ୍ତି। କାରଟି ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ କିପରି ସଂପୃକ୍ତ ନମ୍ବରରେ ବାଇକର ଚାଲାଣ ପଠାଇଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

ଅଧିକ ପଢନ୍ତୁ