ଆଜିର ଖବର ଅଗଷ୍ଟ ୧୨ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି By odishadarpan August 8, 2024August 8, 2024 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିର ଖବର ୨୭ ଯାଏଁ ରାଜ୍ୟର ଏହି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା By odishadarpan June 23, 2025June 23, 2025
ଆଜିର ଖବର ପାକ୍ସର ହେବ ଡିଜିଟାଇଜେସନ୍। ଇ-ଗଭର୍ଣ୍ଣାନ୍ସ ଦ୍ୱାରା ପରିଚାଳିତ ହେବ By odishadarpan February 9, 2026February 9, 2026