ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ ।

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ପ୍ରେମିକାର ନିର୍ଯାତନା ସହି ନ ପାରି ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମିକ ।ବୁଧବାର ବିଳମ୍ବିତ ରାତିରେ ଡୁମଡୁମା ଅଞ୍ଚଳର ୨୩ ବର୍ଷୀୟ ନିରଞ୍ଜନ ସାହୁ ଘରୁ ପଳେଇ ଆସିଥିଲେ । କାରଣ ବାନ୍ଧବୀଙ୍କ ପରିବାର ଲୋକ ଆସିଲେ ନିରଞ୍ଜନ ଘର ସାମ୍ନାରେ ଝଗଡ଼ା କରିଥିଲେ ଓ ମାରିଦେବାକୁ ଧମକ ଦେଇଥିଲେ। ସେଥିପାଇଁ ଘରୁ ରାତିରୁ ରାଗି ଯାଇ ଚାଲିଆସିଥିଲେ ନିରଞ୍ଜନ । ହେଲେ ସକାଳୁ ଟ୍ରେନ ଟ୍ରାକ୍‌ରୁ ମିଳିଛି ମୃତଦେହ । ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ଝିଅଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ