ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ । ୫ଟି ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ, ବ୍ୟାଙ୍କ କାର୍ଯ୍ୟ ୭ ଦିନ ପାଇଁ ବନ୍ଦ ରହିବ । ମାର୍ଚ୍ଚ ମାସରେ ଦୁଇଟି ବଡ଼ ପର୍ବ ହେଉଛି ୧୪ ମାର୍ଚ୍ଚରେ ହୋଲି ଏବଂ ୩୧ ମାର୍ଚ୍ଚରେ ଇଦ୍ ଉଲ୍ ଫିତର । ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଅଧିକ ପଢନ୍ତୁ