ଆଜିର ଖବର ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ By odishadarpan March 28, 2025March 28, 2025 OERC ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପ୍ରଦୀପଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର । ଏହି ପଦବୀ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଖାଲି ଥିଲା ପଡ଼ିଥିଲା।ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପ୍ରଦୀପ ଜେନା ।
ଆଜିର ଖବର ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ By odishadarpan October 20, 2025October 20, 2025
ଆଜିର ଖବର ଅନ୍ୟ ଜାତିରେ ପ୍ରେମ ବିବାହ କଲା ଝିଅ; ଶୁଦ୍ଧିକ୍ରିୟା କଲେ ପରିବାର ବର୍ଗ By odishadarpan September 3, 2025September 3, 2025