୬ଷ୍ଠ ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପୁରୁଣା ସହରଦକ୍ଷିଣ କାଳୀ ପଡିଆ ପରିସରରେ ମା ଦକ୍ଷିଣ କାଳୀ ଭଲିକ୍ଳବ ପକ୍ଷରୁ ୬ଷ୍ଠ ଶୁଭମ ଭଲିଟୁର୍ନାମେଣ୍ଟ ଉଦଘାଟିତ ହୋଇଛି ଏହିଅବସରରେ ମୁଖ୍ୟ ଅତିଥି ରୂପେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ନାୟକ ଉପସ୍ଥିତ ହୋଇ,ଉଦଘାଟନିଖେଳ କୁ କର କମଳ ରେ ଉଦଘାଟନ କରିଥିଲେ,ଆଜିର ପ୍ରଥମ ଦିନ ରେଓ଼ଲ୍ଡ ଟାଉନ ଜୁନିଅର ବନାମ ଓଡ଼ଗାଁ ଭଲି କ୍ଳବ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା,ଉଦ୍ଘାଟନୀ ରଖେଳ କୁ ମୁଖ୍ୟ ରେଫରୀ ଭାବେ ଚିତ୍ତ ରଂଜନ ସାହୁ ପରିଚାଳନା କରିଥିଲେ,ଲାଇନ ରେ କମଳ କାନ୍ତବେହେରା,ସତ୍ୟ ନାରାୟଣ ସାହୁ ସହାୟତା କରିଥିବା ବେଳେ ପରସ୍ପର ମଧ୍ୟ ରେ ସଙ୍ଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିଲା,ଖେଳର ପ୍ରଥମାର୍ଦ୍ଧ ରେ ଓ଼ଲ୍ଡ ଟାଉନ ଜୁନିଅର ପଏଣ୍ଟ ହାସଲ କରିଥବା ବେଳେ ଦ୍ୱିତୀୟାର୍ଧ ର ଖେଳକୁ ନିଜ ଆୟତ୍ତ ରେ ରଖି ମ୍ୟାଚ କୁ ଓ଼ଲ୍ଡ ଟାଉନ ଜୁନିଅର ଜିତି ନେଇ ଥିଲା,, ଫଳ ରେ ମ୍ୟାଚ ର ବିଜେତା ହୋଇଥିଲା,ଏଥି ସହ ପରବର୍ତୀ ମ୍ୟାଚଗୋତି ସାହି କ୍ଳବ ବନାମ ମହାବୀର ପୋଲିସ ପଡିଆ ନୟାଗଡ କ୍ଳବ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହେବ, ଏଥି ସହ କ୍ଳବ ସଭାପତିରାଜା ପଟ୍ଟନାୟକ ଓ ମାନସ ପ୍ରିତମ ଦୀର୍ଘ 6ଦିନ ଧରି ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇ ଛନ୍ତି

ଅଧିକ ପଢନ୍ତୁ