ସାମ୍ବାଦିକଙ୍କ କଣ୍ଠରୋଧବିରୋଧ କଲା ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଆସୋସିଏସନ

ରାୟଗଡ ଜିଲ୍ଲା ର ଆମ୍ବଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ 6 ମାସ ଧରି ଅନିୟମିତତା ଏବଂ ବେଆଇନ କାର୍ଯ୍ୟକଳାପ ! ସର୍ବଦା ଖବର କାଗଜ ରେ ପ୍ରକାଶିତ ହୋଇ ଆସୁଥିଲା l ବିଦ୍ୟାଳୟ ପ୍ରଧାନ ଶିକ୍ଷକ କଲା ବାମନ ମୂର୍ତ୍ତି ଙ୍କ ଦ୍ୱାରା ବିଦ୍ୟାଳୟ ର ଛାତ୍ର ଙ୍କୁ ଶିକ୍ଷା ଦିବସ ମଧ୍ୟ ରେ ବିଦ୍ୟାଳୟ ! ତଥା ଅଭିଭାବକ ଙ୍କୁ ଦୁର୍ବ୍ୟବହାର କରିବା ! ବିଦ୍ୟାଳୟ ମଧ୍ୟ ରେ ସରସ୍ୱତି ଙ୍କ ମୂର୍ତ୍ତି କୁ ଭଙ୍ଗା ଯିବା ! ଉକ୍ତ ଘଟଣା କୁ ନେଇ ଅଭିଭାବକ ଜିଲ୍ଲା ପ୍ରଶାସନ ଦ୍ୱାରସ୍ତ ଙ୍କୁ ହୋଇଥିବା ନଜିର ରହିଛି . ଏଥି ସହ ଜାତିଆଣ ଆକ୍ଷେପ କୁ କେନ୍ଦ୍ର କରି ଶିକ୍ଷା ଦିବସ ରୁ ଛାତ୍ରଛାତ୍ରୀ ଙ୍କୁ ବଞ୍ଚିତ କରାଯିବା ଘଟଣା କୁ ନେଇ ମାନବଧିକାର କମିସନ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି କମିସନ ଙ୍କ ଦୃଷ୍ଟି ମଧ୍ୟ ଆକର୍ଶଣ କରାଯାଇଥିଲା l ଉକ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବିଦ୍ୟାଳୟ ସମ୍ମୁଖ ରେ ଗ୍ରାମବାସୀ ଙ୍କ ଧାରଣା ଖବର କାଗଜ ରେ ପ୍ରକାଶିତ ହୋଇଥିଲା l ସମଗ୍ର ଘଟଣାକୁ ନେଇ ସାମ୍ବାଦିକ ମାନବଧିକାର କମିସନ ଙ୍କ ଦୃଷ୍ଟି ଆକର୍ଶଣ ମଧ୍ୟ କରିଥିଲେ . ଉକ୍ତ ଘଟଣା ମାନଙ୍କୁ ନେଇ ଲଗାତାର ଖବର ପ୍ରସାରଣ ପରେ ପ୍ରଧାନ ଶିକ୍ଷକ ଶ୍ରୀ ବାମନ ମୂର୍ତି ଆକ୍ରୋଶ ମୂଳକ ଭାବେ ୭ ଜଣ ସାମ୍ବାଦିକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ l ଏଭଳି ଘଟଣା ନିରୋପେକ୍ଷ ସମ୍ବାଦ ପରିବେଷଣ କଣ୍ଠ ରୋଧ କରୁଥିବା ରୁ ଜିଲ୍ଲା ପ୍ରେସ୍ ଆଣ୍ଡ ମିଡ଼ିଆ ଆସୋସିଏସନ ନେତୃତ୍ୱରେ ତରଫ ରୁ ଶ୍ରୀ ଅମୁଲ୍ୟ ରତ୍ନ ସାହୁ, ଶ୍ରୀ ଶିବାଜୀ ଦାଶ ସଂଗ୍ରାମ ପଟନାୟକ, ଶିବ ନାରାୟଣ ଗୌଡ଼, ସୁଶାନ୍ତ ପ୍ରଧାନ ,ଆଶିଷ ପଣ୍ଡା ଆଜି ଜିଲ୍ଲା ର 60 ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ଅମ୍ବାଦଳା ଥାନା ରେ ପହଂଚି ଥିଲେ l ଏଭଳି ମିଥ୍ୟା ଅଭିଯୋଗ କୁ ମାମଲା ର ରୂପ ଦେବା ଦ୍ୱାରା ସାମ୍ବାଦିକତା ର ଗାରିମା କ୍ଷୁର୍ଣ ହେବା ସହ ସାମ୍ବାଦିକ ର ମନବଳ କୁ ଆଘାତ ପହଂଚିବା ଏବଂ ଆଗାମୀ ଦିନ ରେ ସାମ୍ବାଦିକତା ପ୍ରତି ଏହା ଏକ ଶକ୍ତ ଧକ୍କା କହି ଥାନା ଅଧିକାରୀ ଙ୍କ ସାମ୍ନା ରେ ନିଜ ଅଭିପ୍ରାୟ ପ୍ରକାଶ କରିଥିଲେ ଲ ଘଟଣା କୁ ନେଇ ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢିଙ୍କ ସହ ଆଲୋଚନା ହୋଇଥିଲା .ହେଇଥିବା ଏହି ସାକ୍ଷାତକାର ରେ ସମ୍ବାଦ ପରିବେଷଣ କରିଥିବା ଛବି ସହ ମାନବଧିକାର କମିସନ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି କମିସନ ନିକଟ ରେ ଫେରାଦ ହୋଇଥିବା ତଥ୍ୟ ପ୍ରଦାନ ସହ ନିରପେକ୍ଷ ତଦନ୍ତ ପାଇଁ ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଆସୋସିଏସନ ତରଫରୁ କ ଦାବିପତ୍ର ପ୍ରଦାନ କରାଯାଇ ଥିଲା l ସାମ୍ବାଦିକ ଙ୍କ ବିରୋଧ ପ୍ରଦର୍ଶନ ଅବସର ରେ ସାମ୍ବାଦିକତା ର ଗାରିମା କୁ କ୍ଷୁର୍ଣ କରାଗଲେ ଜିଲ୍ଲା ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଆଶ୍ସୋସିଏସନ ଉଚିତ ପଦକ୍ଷେପ ନେବା ନେଇ ଶ୍ରୀ ଶିବାଜୀ ଦାଶ ସୂଚନା ଦେଇଥିଲେ . ଏଥିରେ ବରିଷ୍ଠ ସାମ୍ବାଦିକ ସୁରେଶ ଚନ୍ଦ୍ର ଦାଶ ,ବି ଭି ରାବଣା ,ବି ଶ୍ରୀନିବାସ ,ମୁର୍ତ୍ୟୁଞ୍ଜୟ ନନ୍ଦ ,ତୁଷାର ରଞ୍ଜନ ସାହୁ ,ସନ୍ତୋଷ ପାଣିଗ୍ରାହୀ ,ମୁରଲୀ ବଚା ,ନନ୍ଦୀକିଶୋର ପଟନାୟକ ,ପ୍ରସନ ପଣ୍ଡା , ସଂକେତ ପାତ୍ର ,ସତ୍ୟ ସୁନ୍ଦର କର ,କେ ଏସ ମୁରତି ,ନିତିନ ଚୌଧୁରୀ ,କାଶୀନାଥ ସାମଲ ,ବିଜୟ ମହାରଣା ,ଦେବୀ ମହାନ୍ତି ,ଧରଣୀଧର ପଟନାୟକ ,ଶିବ ନାରାୟଣ ଗୌଡ଼ , ଇପିଲି ରମେଶ, ଗୋପୀନାଥ ଗୌଡ଼ ,ସର୍ବେଶ୍ୱର ରାଓ ,ରମେଶ ମହାନ୍ତି , ଲବ ପାଢ଼ୀ , ନିରଞ୍ଜନ ପାଲ ,ବିଜୟ କୁମାର ,ମୋନଜ ମିଶ୍ର ,ଶ୍ରୀନିବାସ ବଳିୟାରସିଂ , ପରମାନନ୍ଦ ପ୍ରଧାନ ,ନରେଶ ପାତ୍ର , ମୋନ ରଞ୍ଜନ ସତପଥି ପ୍ରମୁଖ ଙ୍କ ସମେତ ସ୍ଥାନୀୟ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ .

ଅଧିକ ପଢନ୍ତୁ