ନ୍ନକ୍ଷମ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ଗିରଫ

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ମୂକ ବଧିର,ମାନସିକ ଭିନ୍ନକ୍ଷମ ନାବାଳିକାଦୁଷ୍କର୍ମଘଟଣାର ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ତାଙ୍କ ଘରୁ ଗିରଫ କରିଛି । ଅଭିଯୁକ୍ତ ପୀଡ଼ିତାର ନିଜର ବଡ଼ବାପା।ସୂଚନାଯୋଗ୍ୟ, କିଛି ଦିନ ତଳେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଲ୍ୟାବକୁ ପଠାଯାଇଥିଲା। ସେଥିରୁ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିବ।

ଅଧିକ ପଢନ୍ତୁ