ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ!ପେଟ୍ରୋଲ-ଡିଜେଲ ଦର ବଢ଼ିବ ନାହିଁ: ସ୍ପଷ୍ଟ କଲେ ସରକାର

ବିଶ୍ୱ ବଜାରରେ ଅଶୋଧିତ ତୈଳ (Crude Oil) ଦରକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ପେଟ୍ରୋଲ, ଡିଜେଲ କିମ୍ବା ଘରୋଇ LPG ଦରରେ କୌଣସି ବୃଦ୍ଧି କରାଯିବ ନାହିଁ।IMF ର ଯୁକ୍ତି ହେଉଛି— ଯଦି ଦର ବଢ଼ିବ, ଲୋକେ ବ୍ୟବହାର କମାଇବେ ଏବଂ ବିଶ୍ୱ ଚାହିଦା କମିଲେ ହିଁ ଦର ନିୟନ୍ତ୍ରଣ ହେବ।ଯଦିଓ ସରକାର ଦର ବଢ଼ାଇବାକୁ ମନା କରିଛନ୍ତି, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘ ଦିନ ଧରି ଦର ୧୦୦ ଡଲାର ଉପରେ ରହିଲେ ସରକାରୀ ତୈଳ କମ୍ପାନୀଗୁଡ଼ିକର କ୍ଷତି ବଢ଼ିବାରେ ଲାଗିବ।

ଅଧିକ ପଢନ୍ତୁ