୪୭ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ । ଏହା ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କାଲି ଓଡିଶା ପାଇଁ ଏକ ସ୍ମରଣୀୟ ଦିନ ହେବ । ଗୋଟେ ମଞ୍ଚରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଓଡିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଉପସ୍ଥିତ ରହିବେ । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିବା ପରେ ଓଡିଶା ଆସୁଛନ୍ତି ମୋଦୀ । ଏହି ଅବସରରେ ଓଡିଶାବାସୀଙ୍କୁ ବଡ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବେ କହିଛନ୍ତି ମନମୋହନ ସାମଲ । ଓଡିଶାର ବିକାଶରେ ପୂର୍ବୋଦୟର ବିକାଶ କଥା ମଧ୍ୟ ସେ କହିଛନ୍ତିା

ଅଧିକ ପଢନ୍ତୁ