ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ ରହିଥିଲେ। ଏହି ଖବର ଜାଣିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଉକ୍ତ ରୁମ୍କୁ ବାହାରୁ ତାଲା ପକାଇ ଦେଇଥିଲେ। ଫାଣ୍ଡିଅଧିକାରୀ ଓ ଯୁବତୀ ଜଣକ ଗୁରୁବାର ସକାଳେ ଅଲଗା ଅଲଗା ଉକ୍ତ ରୁମ୍ରୁ ବାହାରୁ ଥିବାର ଭିଡିଓ ଭାଇରାଲ ହୋଇଛି।ଏନେଇ ଖାରବେଳ ନଗର ଥାନା ପୋଲିସ ତଦନ୍ତ କରୁଛି । ମହିଳାଙ୍କୁ ପଚରାଉଚରା କରୁଛି ସ୍ବତନ୍ତ୍ର ଟିମ୍ । ସମ୍ପୃକ୍ତ ଅଧିକାରୀ କାହିଁକି ତାଙ୍କ ଘରକୁ ଏତେ ରାତିରେ ଆସିଥିଲେ । ସେନେଇ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ଏକ ଟିମ୍ । ଏନେଇ ଖାରବେଳ ନଗର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି । ମହିଳାଙ୍କ ଘରେ ପଶିବା ଓ ରାତି ଅଧରେ ହଙ୍ଗାମା କରିବା । ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ ହୋଇଛି ।
