ବଲିଉଡ୍ର ଅତରଙ୍ଗୀ ଓ ମସ୍ତାନୀ କପଲ୍ ଦୀପିକା ପାଦୁକୋନ ଓ ରଣଭୀର ସିଂହ । ହେଲେ ବୈବାହିକ ଜୀବନରେ ଉଠିଛି ଝଡ । ଅଲଗା ହେବାକୁ ଯାଉଛନ୍ତି ଏହି ସେଲିବ୍ରିଟି କପଲ୍ । ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଉଭୟ ଇନଷ୍ଟାରେ ଥିବା ୩ବର୍ଷ ପୂର୍ବର ସମସ୍ତ ବିବାହ ଫଟୋକୁ ଡିଲିଟ କରିଛନ୍ତି। ଇନଷ୍ଟାରେ ରଣଭିରଙ୍କ ପ୍ରୋଫାଇଲରେ ମାତ୍ର ୧୩୩ପୋଷ୍ଟ ଅଛି।
ସେହିପରି ଦୀପିସୂଚନା ଥାଉକି, ଏବେ ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ଅଛନ୍ତି ରଣଭୀର ଦୀପିକା । ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ଖୁବଶୀଘ୍ର ଅଲଗା ହେବେ ଏହି କପଲ୍ । ଇନଷ୍ଟାରେ ରଣଭୀର ସିଂହ ପ୍ରୋଫାଇଲ୍ରେ ମାତ୍ର ୧୩୩ ପୋଷ୍ଟ ଅଛି । ତେବେ ଜାନୁୟାରୀ ୨୦୨୩ ପୂର୍ବର ସମସ୍ତ ଫଟୋ ଓ ଭିଡିଓ ସବୁ ଡିଲିଟ କରିଦେଇଛନ୍ତି ।